ନନ୍ଦନକାନନରୁ ଇଣ୍ଡୋନେସିଆ ଫେରିବେ ୫ ଓରାଙ୍ଗଉଟାନ୍ ଶାବକ!
ନନ୍ଦନକାନନରୁ ଇଣ୍ଡୋନେସିଆ ଫେରିବେ ୫ ଓରାଙ୍ଗଉଟାନ୍ ଶାବକ! ନଭେମ୍ବରରେ ଆସିବେ ୫ ଜଣିଆ ବିଶେଷଜ୍ଞ ଦଳ, ଅନ୍ତର୍ଜାତୀୟ ଚାଲାଣକାରୀଙ୍କ ପାଖରେ ପହଞ୍ଚିପାରିନି ଏସ୍ଟିଏଫ୍ ଭୁବନେଶ୍ୱର, ୨୩/୧୦: ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କୁ ନିଜ…
