Category: District

ରାଧାକୃଷ୍ଣ ବଜାରରେ ମହାନବମୀ ପୂଜା, ନାରୀ ସଶକ୍ତିକରଣର ବାର୍ତ୍ତା ଦେଲା କୁମାରୀ ପୂଜା

ରାଧାକୃଷ୍ଣ ବଜାରରେ ମହାନବମୀ ପୂଜା, ନାରୀ ସଶକ୍ତିକରଣର ବାର୍ତ୍ତା ଦେଲା କୁମାରୀ ପୂଜା ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାର ଦୋଳମଣ୍ଡପ ସାହିରେ ନବରାତ୍ର ଦୁର୍ଗାପୂଜାର ମହାନବମୀ ଅବସରରେ ଭକ୍ତି ଓ ଶ୍ରଦ୍ଧାର ସହ କୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ରାଧାକୃଷ୍ଣ ବଜାର…

ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ

*ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ* *ଭୁବନେଶ୍ୱର, ଅକ୍ଟୋବର ୨୦:* ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ମଙ୍ଗଳବାର ଦିନ ବିଜୟା ଦଶମୀ ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଲୀଳା ଦେବୀଙ୍କ…

ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି

ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି ବାଲିଗୁଡ଼ା,ତା, ୨୦/୧୦:(ସୁଶୀଳ କୁମାର ପାଣିଗ୍ରାହୀ): ପେଶା ନିୟମ ଲାଗୁ, ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ଏବଂ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଭାବେ ଗଠନ କରିବା…

ମା’ ଦୁର୍ଗାଙ୍କ ଦର୍ଶନ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ

ମା’ ଦୁର୍ଗାଙ୍କ ଦର୍ଶନ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ହମାମୀରାରେ ୬୦ତମ ସାର୍ବଜନୀନ ଦୁର୍ଗାପୂଜାରେ ସାମିଲ, ଧୁକୁଟାରେ ମା’ ବନଦୁର୍ଗାଙ୍କ ଆଶୀର୍ବାଦ ନେଲେ ଅନୁଗୋଳ: ପାର୍ବଣର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି…

ଦୁର୍ଗାପୂଜା ପାଇଁ ଆକ୍ସନ ମୋଡ୍‌ରେ ଅନୁଗୋଳ ପୋଲିସ: ସହରରେ ଫ୍ଲାଗ୍‌ ମାର୍ଚ୍ଚ, ଶାନ୍ତିଶୃଙ୍ଖଳା ଉପରେ କଡ଼ା ନଜର

ଦୁର୍ଗାପୂଜା ପାଇଁ ଆକ୍ସନ ମୋଡ୍‌ରେ ଅନୁଗୋଳ ପୋଲିସ: ସହରରେ ଫ୍ଲାଗ୍‌ ମାର୍ଚ୍ଚ, ଶାନ୍ତିଶୃଙ୍ଖଳା ଉପରେ କଡ଼ା ନଜର ଅନୁଗୋଳ: ଦୁର୍ଗାପୂଜା ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସଜାଗ ହୋଇଛି ଅନୁଗୋଳ ପୋଲିସ। ସହରରେ ଆଇନଶୃଙ୍ଖଳା ବଜାୟ ରଖିବା,…

୨.୫ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ଚୀନ୍‌ ଲିଙ୍କ୍‌! ଓଡ଼ିଶାରୁ ୩ ଗିରଫ

୨.୫ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ଚୀନ୍‌ ଲିଙ୍କ୍‌! ଓଡ଼ିଶାରୁ ୩ ଗିରଫ ବାଲେଶ୍ୱର, ୨୦ ଅକ୍ଟୋବର: ଓଡ଼ିଶାରେ ପ୍ରାୟ ୨.୫ କୋଟି ଟଙ୍କାର ସନ୍ଦିଗ୍ଧ ସାଇବର ଠକେଇ ମାମଲାରେ ଚୀନ୍‌ ଲିଙ୍କ୍‌ ସାମ୍ନାକୁ ଆସିଛି। ଏହି ଘଟଣାରେ ବାଲେଶ୍ୱର…

ଭୁବନେଶ୍ୱର ଭସାଣି ଶୋଭାଯାତ୍ରାରେ ଡିଜେକୁ ନା; ନିୟମ ଭାଙ୍ଗିଲେ ଜବତ ହେବ ଗାଡ଼ି, ୯ ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ୱର ଭସାଣି ଶୋଭାଯାତ୍ରାରେ ଡିଜେକୁ ନା; ନିୟମ ଭାଙ୍ଗିଲେ ଜବତ ହେବ ଗାଡ଼ି, ୯ ସ୍ଥାନରେ ରାବଣ ପୋଡ଼ି ଭୁବନେଶ୍ୱର, ୨୦ ଅକ୍ଟୋବର: ଦଶହରା ପରେ ରାଜଧାନୀରେ ଭସାଣି ଉତ୍ସବକୁ ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ କରିବା ପାଇଁ କମିଶନରେଟ୍‌ ପୁଲିସ…

ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ

ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ ବାଲିଗୁଡା, ତା, ୨୦/୧୦: (ସୁଶୀଳ କୁମାର ପାଣିଗ୍ରାହୀ): ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି! ପାଲ ଘୋଡ଼ାଇ ଟ୍ରକ୍‌ରେ ବୋଝେଇ ହୋଇଥିବା ବହୁ…

ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ, କିମ୍ସ ହସ୍ପିଟାଲରେ ଭର୍ତ୍ତି

### ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ, କିମ୍ସ ହସ୍ପିଟାଲରେ ଭର୍ତ୍ତି ଭୁବନେଶ୍ୱର / ଅନୁଗୋଳ, ୨୦ ଅକ୍ଟୋବର ଅନୁଗୋଳର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବାରୁ…

ଧୁମ୍‌ଧାମରେ ପାଳିତ ହେଲା ଶାରଦୀୟ ଦୁର୍ଗାପୂଜା, ପାରମ୍ପରିକ ରୀତିନୀତିରେ ମା’ଙ୍କ ଆରାଧନା ପୂଜାର୍ଚନା

ଧୁମ୍‌ଧାମରେ ପାଳିତ ହେଲା ଶାରଦୀୟ ଦୁର୍ଗାପୂଜା, ପାରମ୍ପରିକ ରୀତିନୀତିରେ ମା’ଙ୍କ ଆରାଧନା ପୂଜାର୍ଚନା ଭଟଲି :- (ଅଭିମନ୍ୟୁ ପଧାନ ): ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଝାରପାଲି ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ସେହିପରି ବ୍ଲକର…