ଗ୍ରାମୀଣ ଡ଼ାକସେବକ ସଂଘର ଗଣଧାରଣା
ଗ୍ରାମୀଣ ଡ଼ାକସେବକ ସଂଘର ଗଣଧାରଣା ତାଳଚେର, ୧୫/୧୦ ଅଖିଳଭାରତ ଗ୍ରାମୀଣ ଡ଼ାକସେବକ ସଂଘ (ଏଆଇଜିଇଏସକ୍ୟୁ) ସିଏଚକ୍ୟୁ ନୂଆଦିଲ୍ଳୀ ଏବଂ ସର୍କଲ ଭୂବନେଶ୍ୱର ଆହ୍ୱାନକ୍ରମେ ମଣ୍ଡଳ ସମ୍ପାଦକ ହରେଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଳାର କୋଣ ଅନୁକୋଣରୁ ଶହଶହ…
