ଗୁପଚୁପ୍ କାରଖାନାରେ ବିଏମ୍ସି ଚଢ଼ାଉ, ବିପୁଳ ପରିମାଣର ଷ୍ଟକ୍ ଜବତ
ଗୁପଚୁପ୍ କାରଖାନାରେ ବିଏମ୍ସି ଚଢ଼ାଉ, ବିପୁଳ ପରିମାଣର ଷ୍ଟକ୍ ଜବତ ଭୁବନେଶ୍ୱର: ରାସ୍ତାକଡ଼ରୁ ଆରମ୍ଭ କରି ରେସ୍ତୋରାଁ ପର୍ଯ୍ୟନ୍ତ ଭୁବନେଶ୍ୱରବାସୀଙ୍କ ପସନ୍ଦର ଖାଦ୍ୟ ଗୁପଚୁପ୍। ହେଲେ ଏହାର ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ନିୟମ ପାଳନ ନେଇ ଏବେ ଉଠିଛି…
