ବିଜେଡିର ଜନସମ୍ପର୍କ ପଦଯାତ୍ରା
ବିଜେଡିର ଜନସମ୍ପର୍କ ପଦଯାତ୍ରା ଯାଜପୁର,୬/୧୦(ପ୍ରବାହ ନ୍ୟୁଜ): ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବିତନା ପଞ୍ଚାୟତରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ପାଖରୁ ଆରମ୍ଭ ହୋଇ କାରଗିଲ ଛକ ଠାରେ ଶେଷ ହୋଇଥିଲା।ଉକ୍ତ ପଦଯାତ୍ରା କାର୍ଯ୍ୟ…
