ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ଲୋକାର୍ପିତ
ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ଲୋକାର୍ପିତ ଭବାନୀପାଟଣା,୧୭/୦୮: ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀଙ୍କ ରଚିତ ପୁସ୍ତକ “ଶାଶ୍ଵତ ସଙ୍ଗୀତ ଶ୍ରୀମଦ୍ଭାଗବଦ୍ ଗୀତା” ଲୋକାର୍ପିତ ହୋଇଛି। ସ୍ଥାନୀୟ ସତ୍ୟସାଇ ବିଦ୍ୟା ମନ୍ଦିରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଭବାନୀପାଟଣା ଚିନ୍ମୟ ମିଶନର ମୁଖ୍ୟ ସ୍ବାମୀ…
