Spread the love

ପବିତ୍ର ୭୯ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ

ଗୋଲାମୁଣ୍ଡା/୧୫/୮/୨୫/ଆଜି ହେଉଛି ପବିତ୍ର ୭୯ତମ୍ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି, ଯେଉଁ ମାନେ ନିଜ ଜୀବନକୁ ସମର୍ପି ଦେଇ ଭାରତକୁ ଏକ ଅଗ୍ରଣୀ ଓ ବିଶ୍ୱ ଶକ୍ତିରେ ପରିଣତ କରି ଥିବା ରୁ ସେହି ମହାପୁରୁଷ ମାନଙ୍କ ପାଇଁ ଆଜିର ପବିତ୍ର ଦିବସ ପାଳିତ ସାରା ରାଜ୍ୟରେ ସରକାରୀ, ବେସରକାରୀ ଓ ଅନେକ ଅନୁଷ୍ଠାନରେ ଆଜିର ସ୍ଵାଧୀନତା ଦିବସ ପାଳନ କରୁ ଥିବା ବେଳେ ଗୋଲାମୁଣ୍ଡା ବ୍ଲକର ପରିସରରେ ବ୍ଲକ ଅଧ୍ୟକ୍ଷବିନ୍ଦୁ ମହାନନ୍ଦ, ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ, ଜିପୀଓ ସୁଷମା ନାଏକ, ବିଏସଏସଓ ଚନ୍ଦ୍ର ହାସ୍ୟ ବିହାରୀ, ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଗହଣରେ ପାଲିତ ହୋଇ ଥିବା ବେଳେ ଗୋଲାମୁଣ୍ଡା ପୋଲିସଥାନାରେ ଯୋତିସ ପ୍ରକାଶ ନାଏକ, ରାଜେଶ ପରିଡ଼ା, ପ୍ରେମଲାଲ କହର, ପ୍ରଫୁଲ୍ଲ ଦୀପ ସମେତ ଏ ଆଇ ଆରବି ପୁଲିସ,ଓ ତହସିଲ ଅଫିସରେ ଚନ୍ଦନକୁମାର ନାଏକ, ଗୋଷ୍ଠି ଶିକ୍ଷାକାର୍ଯ୍ୟାଳୟରେ ରାଜେଶ ନାଏକ, ଲବଣୀ ନାଏକ, ମେଡିକାଲ, ପ୍ରତେକ ବିଦ୍ୟାଳୟ, ଓ କଲେଜ ମାନଙ୍କରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀ, ଙ୍କ ମିଲିତରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରି ଥିବା ବେଳେ ଟିଙ୍ଗିପଦର ପ୍ରଧାନୀ ପଡା n. P. S. ର ପ୍ରଧାନଶିକ୍ଷକ ଧନେଶ୍ୱର ଚଳାନ. ପରିଚଲନା କମିଟି ର ଚୟାର ପାର୍ଶନ କପୁରଚନ ସେଠିଆ. ସହ ଶିକ୍ଷକ ବେଣୁଧର ସରାପ. ରୁକ ସିଙ୍ଗ ପରଭୋଇ. ମାଳତୀ ବାଗ. କମିଟି ସଭ୍ୟ ସଭ୍ୟା ବୃନ୍ଦ ତଥା ଛାତ୍ର. ଛାତ୍ରୀ ଙ୍କ ମିଳିତ ଉଦ୍ୟମ ରେ ସ୍ୟାଧୀନ ତାଦିବସ ପାଳନ କରାଯାଇଛି ଚପରିଆ ବୁଢାରଜା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ମହାସମାରୋହରେ ସ୍ୟାଧୀନ ତା ଦିବସ ପାଳିତ ହୋଇଯାଇଛିପ୍ରିନ୍ସପାଲ. ଓ କେଶରୀସାହୁ ପତାକା ଉତଳୋନ କରି ଥିବା ବେଳେ ଛାତ୍ର. ଛତ୍ରୀ ଙ୍କ ମିଳିତରେ ଗ୍ରାମ୍ୟ ପରିକ୍ରମା କରି ପତାକା ଉତ୍ତୋଳନ କରି ଥିଲେ, ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର କର୍ମ କର୍ତ୍ତା ବନ୍ଧୁ ଆଜିର ସ୍ୱାଧୀନତା ଦିବସରେ ସାମିଲ ହୋଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *