ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ କରି କର୍ମଚାରୀ ହଟହଟା
ମା କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ ଚର୍ଚ୍ଚାରେ ଜଗତସିଂହପୁର(୨୭/୦୫/୨୦୨୩) : ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପିତେଇପୁର ପଞ୍ଚାୟତ ସ୍ଥିତ ମା କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁବାଷ ଚନ୍ଦ୍ର ବାରିକ ମଧ୍ୟାହ୍ନ ଭୋଜନ ଚାଉଳ…
