Category: Elections

ରାଜ୍ୟ ବିଜେପି ସଭାପତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୂବନେଶ୍ବର: ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ଜଣ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ…

ନୀତିଶଙ୍କ ନିର୍ବାଚନ ମୋହରା: ବଢିଲା ବିଧବା, ବୃଦ୍ଧ ଆଉ ଦିବ୍ୟାଙ୍ଗଙ୍କ ପେନସନ୍

ପାଟନା: ମୁଣ୍ଡ ଉପରେ ବିହାର ବିଧାନସଭା ନିର୍ବାଚନ । ଆଉ ମାସ କେଇଟା ପରେ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ଜୋରଦାର ପରିଶ୍ରମ ଏବଂ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିବା ବେଳେ ଆଜି ବଡ ଘୋଷଣା କରିଛନ୍ତି…

ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ, ପ୍ରାର୍ଥୀପତ୍ର କଲେ ଦାଖଲ

ଚେନ୍ନାଇ: ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ। ଡିଏମକେ ତରଫରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରକୃତରେ, ତାମିଲନାଡୁର ଶାସକ ଡିଏମକେ ତାଙ୍କ କୋଟାର ଚାରୋଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ କମଲ ହାସନଙ୍କ…

୮ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା, ଜୁନ୍ ୧୯ରେ ମତଦାନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ରାଜ୍ୟସଭାର ୮ଟି ଆସନରେ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ଏହି ଦ୍ୱିବାର୍ଷିକ ନିର୍ବାଚନ ଜୁନ୍ ୧୯ ତାରିଖରେ ଅନୁଷ୍ଠିତ ହେବ । ଏଥିରେ, ଦୁଇଟି ରାଜ୍ୟ ଆସାମ ଏବଂ ତାମିଲନାଡୁର ୮ଟି ଆସନରେ ଦ୍ୱିବାର୍ଷିକ ନିର୍ବାଚନ…

ଜୁନ୍ ୨୩ରେ ହେବ ୪୩ ପଞ୍ଚାୟତ ପାଇଁ ଉପନିର୍ବାଚନ, ୨୪ରେ ଆସିବ ଭୋଟ ଗଣତି ଫଳାଫଳ

ଭୁବନେଶ୍ୱର : ଜୁନ୍ ୨୩ରେ ହେବ ପଞ୍ଚାୟତ ଉପ ନିର୍ବାଚନ । ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ ହେବ ଉପନିର୍ବାଚନ । ଏଥିପାଇଁ ଆଜି ୧୦ଟାରେ ବ୍ଳକ, ପଞ୍ଚାୟତ ଓ ୱାର୍ଡରେ ଉପ ନିର୍ବାଚନ ପାଇଁ ନୋଟିସ…

ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଭୋଟର ପରିଚୟପତ୍ରରେ ହେବ ଆଧାର ଲିଙ୍କ୍

ଆଧାର ଏବଂ ଭୋଟର ଆଇଡି (ଇପିଆଇସି) ଲିଙ୍କ୍ କରିବାର ରାସ୍ତା ପରିଷ୍କାର ହୋଇଯାଇଛି । ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦେଶର ନିର୍ବାଚନ କମିଶନ ଦୁଇଟିକୁ ଲିଙ୍କ କରିବାକୁ ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ଏକ ବିବୃତ୍ତିରେ…

ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ

ଭାରତୀୟ ନିର୍ବାଚନ କମିଶନନିର୍ବାଚନ ସଦନ, ଅଶୋକା ରୋଡ୍, ନୂଆଦିଲ୍ଲୀ -୧୧୦୦୦୧ ନୂଆଦିଲ୍ଲୀ!/ ଅନୁଗୋଳ – ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ…

ମୁଖ୍ୟମନ୍ତ୍ରୀ ପଦ ପାଇଁ କାହାକୁ ବାଛିବ ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷର ବନବାସ ସାରି କ୍ଷମତାକୁ ଫେରିଛି ବିଜେପି । ଜାତୀୟ ରାଜଧାନୀରେ କମାଲ୍ କରିଛି ମୋଦିଙ୍କ ମ୍ୟାଜିକ୍ । ୧୯୯୮ ପରେ ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ,…

କାହାର ହେବ ଦିଲ୍ଲୀ ସିଂହାସନ, ପ୍ରାରମ୍ଭିକ ଗଣତିରେ ମ୍ୟାଜିକ ଫିଗର୍ ଛୁଇଁଲା ବିଜେପି

ନୂଆଦିଲ୍ଲୀ: କାହା ଦଖଲକୁ ଯିବ ଦିଲ୍ଲୀ କ୍ଷମତା? କିଏ ସମ୍ଭଳିବ ଦିଲ୍ଲୀ ରାଜଗାଦୀ । ରେକର୍ଡ ବଜାୟ ରଖିବ କି ଆପ୍? ନା କ୍ଷମତା କୁ ଆସିବ ବିଜେପି? ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ୍ ଗଣତି । ପ୍ରଥମେ ଖୋଲିଛି ପୋଷ୍ଟାଲ…

ଆଶ୍ଚର୍ଯ୍ୟ କରାଇବ ଦିଲ୍ଲୀ ନିର୍ବାଚନ: କଂଗ୍ରେସର ଭିତିରି ଗେମ, ଆପ ପାଇଁ ଅଡୁଆ

ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ…

You missed