ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ
ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ଏଭିଏନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ “କୃତ୍ରିମ ବୁଦ୍ଧିମତ୍ତାର ଏକ ସୁରକ୍ଷିତ, ଦ୍ରୁତ ଏବଂ ଦକ୍ଷ ପ୍ରଚଳନ ସୁନିଶ୍ଚିତ କରିବା” ଶୀର୍ଷକ ଆଉଟ୍ରିଚ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ, କୃତ୍ରିମ…
