Category: International

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍, ୧୭ ମୃତ

ପାକିସ୍ତାନ ଆଫଗାନିସ୍ତାନ ଉପରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ଘନି ଖେଲୋ ଏବଂ ଗରଦା ସାମିଆ ଜିଲ୍ଲାରେ ହୋଇଥିବା ଜଣାପଡିଛି ।…

ଟି-୨୦ ବିଶ୍ବକପ୍‌; ସୁପର ଏଇଟ୍‌ରେ ହାରିଲା ଶ୍ରୀଲଙ୍କା

ଇଂଲଣ୍ଡ ଶ୍ରୀଲଙ୍କାକୁ ୫୧ ରନରେ ପରାସ୍ତ କରି ଚକିତ କରିଦେଇଛି । ଜୋଫ୍ରା ଆର୍ଚର ଏବଂ ୱିଲ୍ ଜ୍ୟାକ୍ସ ତାଙ୍କ ବୋଲିଂରେ ବିପର୍ଯ୍ୟୟ ଘଟାଇ ଶ୍ରୀଲଙ୍କା ବ୍ୟାଟରଙ୍କୁ ଚକମା ଦେଇଛନ୍ତି । ଅଧିନାୟକ ଦାସୁନ୍ ଶାନାକା ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ, କିନ୍ତୁ…

ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

ନୂଆଦିଲ୍ଲୀ: ତୃତୀୟ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରିଛି। ଏହା ସହିତ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୧ରେ ଜିତିଛି। ଆଡିଲେଡରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୭୬…

ଭାରତ ସହିତ ବାଣିଜ୍ୟ ଚୁକ୍ତି ଜାରି ରହିବ, କୌଣସି ପରିବର୍ତ୍ତନ ହେବ ନାହିଁ ; ଟ୍ରମ୍ପ

ଆମେରିକା ସୁପ୍ରିମକୋର୍ଟ ଟାରିଫ ନୀତି ରଦ୍ଦ କରିବା ପରେ ବି ଟାରିଫ୍ ବୋଝରୁ ଭାରତକୁ ମିଳିବନି ମୁକ୍ତି । ଭାରତକୁ ଟାରିଫ ଦେବାକୁ ପଡ଼ିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଟାରିଫ କିଛି ବି ବଦଳିବ ନାହିଁ…

ଏପଷ୍ଟିନ୍‌ ଲିଙ୍କ୍‌, ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଗିରଫ

ରାଜା ଚାର୍ଲ୍ସ ତୃତୀୟଙ୍କ ସାନ ଭାଇ ତଥା ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସରଙ୍କୁ ପୁଲିସ୍ ଗିରଫ କରିଛି। ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ବ୍ରିଟେନ୍‌ର କୌଣସି ଯୁବରାଜ ଗିରଫ ହେବା ଏହା ହେଉଛି ପ୍ରଥମ ଘଟଣା।…

ଦୀର୍ଘ ଦୁଇ ଘଣ୍ଟା ଧରି ସାକ୍ଷାତ ଆଲୋଚନା ପରେ ୟୁକ୍ରେନ-ରୁଷିଆ ମଧ୍ୟରେ ଶାନ୍ତି କଥାବାର୍ତ୍ତାହେଲା ଶେଷ

ଜେନେଭାଠାରେ ୟୁକ୍ରେନ୍‍ ଏବଂ ରୁଷିଆ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟା ଧରି ସାକ୍ଷାତ ଆଲୋଚନା ପରେ ଶାନ୍ତି କଥାବାର୍ତ୍ତା ଶେଷ ହୋଇଛି । ୟୁକ୍ରେନ୍‍ ରାଷ୍ଟ୍ରପତି ଭୋଲ୍‍ଡିମିର୍‍ ଜେଲେନେକ୍ସି କହିଛନ୍ତି, ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା କଷ୍ଟକର ଥିଲା ଏବଂ ରୁଷିଆକୁ…

ବିଶ୍ୱକପ ରୋମାଞ୍ଚ; ଆଜି ଭାରତ-ନେଦରଲାଣ୍ଡ୍‌ସ ମୁକିବାଲା

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଭାରତ ଓ ନେଦରଲାଣ୍ଡ୍‌ସ ପରସ୍ପରକୁ ଭେଟିବେ । ପ୍ରଥମ ୩ଟି ମ୍ୟାଚ ଜିତି ସୁପର-୮ ରାଉଣ୍ଡ୍‌ରେ ପ୍ରବେଶ କରିସାରିଥିବା ଭାରତ ଆଧିପତ୍ୟ ଜାରି ରଖିବାକୁ ପ୍ରସ୍ତୁତ । ନେଦରଲାଣ୍ଡ୍ସ ସ୍ୱଦେଶ ଫେରିବା ପୂର୍ବରୁ ଦଳ ଶେଷ…

ବନ୍ଧୁତାର ହାତ ବଢାଇଲା ଭାରତ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଗସ୍ତ ପାଇଁ କଲା ନିମନ୍ତ୍ରଣ

ନୁଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ବାଂଲାଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଅଭିନନ୍ଦନ ପତ୍ର ପ୍ରଦାନ କରିଛନ୍ତି। ବିଦେଶ ସଚିବ ବିକ୍ରମ ମିଶ୍ରଙ୍କ ସହ ଓମ୍ ବିର୍ଲା ଭାରତ ସରକାରଙ୍କ ପକ୍ଷରୁ…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ଦିର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ ମଙ୍ଗଳବାର ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହିଂସାତ୍ମକ ବିକ୍ଷୋଭ ଏବଂ…

୨୫ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୫ ଓ ୨୬ ତାରିଖ ଦୁଇଦିନ ପାଇଁ ଇସ୍ରାଏଲ ଗସ୍ତରେ ଯିବେ। ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୂଚନା ଦେଇଛନ୍ତି। ରବିବାର ଜେରୁଜେଲମ୍‌ରେ ଆମେରିକୀୟ ଇହୁଦି ସଂଗଠନକୁ ସମ୍ବୋଧନ କରିବା…