T-20 ବିଶ୍ବକପ୍ ଅଷ୍ଟ୍ରେଲିଆ ଆଉଟ୍, ଗ୍ରୁପ୍ ୱାନ୍ରେ ଭାରତ
ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା । ଟି-୨୦ ବିଶ୍ୱକପରୁ ବାଦ ପଡ଼ିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସୁପର ୮ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ। ଆୟର୍ଲାଣ୍ଡ-ଜିମ୍ବାୱେ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପରୁ ବାଦ…
