ଗଲୱାନ ପରେ ପ୍ରଥମ ଭାରତ ଗସ୍ତରେ ସି ଜିନପିଙ୍ଗ! ବ୍ରିକ୍ସ ସମ୍ମିଳନୀକୁ ନେଇ ବଢ଼ିଲା କୂଟନୈତିକ ଚର୍ଚ୍ଚା
ଗଲୱାନ ପରେ ପ୍ରଥମ ଭାରତ ଗସ୍ତରେ ସି ଜିନପିଙ୍ଗ! ବ୍ରିକ୍ସ ସମ୍ମିଳନୀକୁ ନେଇ ବଢ଼ିଲା କୂଟନୈତିକ ଚର୍ଚ୍ଚା ନୂଆଦିଲ୍ଲୀ: ପ୍ରାୟ ଛଅ ବର୍ଷ ପରେ ଭାରତ-ଚୀନ୍ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାର ସଙ୍କେତ ମିଳିଛି। ଚୀନ୍ ରାଷ୍ଟ୍ରପତି ସି…
