Category: Latest News

ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମ୍ୟାଚ ଦିନ ଗଡ଼ିବ ୨୩ଟି ବସ୍‌ ଏବଂ ମେଟ୍ରୋ

କୋଲକାତା: ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ…

ବିଶ୍ୱସ୍ତରୀୟ ହେବ ରାସ୍ତା, ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫କୁ ଅନୁମୋଦନ

ଭୂବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରାଯିବ। ଏହି ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଜେଲ ଗଲେ ଫେରାର ଅଧ୍ୟାପକ

ଯାଜପୁର: ଜେଲ ଗଲେ ଫେରାର ଅଧ୍ୟାପକ। ବରୀ ଅଧିନସ୍ଥ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଜୈନେକ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତ ବିଦ୍ୟାଧର ଧଳକୁ ପୋଲିସ ଗୁଜୁରାଟର ସୁରଟରୁ ଗିରଫ କରିଛି। ଏକ ସ୍ୱତନ୍ତ୍ର ଟିମ ସହାୟତାରେ ଗିରଫ କରି ଆଜି ଯାଜପୁର…

ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା

ଭୂବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ…

ବାଲି ଖାଦାନ ପାଇଁ ଏସଓପି; ଜିଲ୍ଲା କମିଟି ନେବ ଚୂଡ଼ାନ୍ତ ନିଷ୍ପତ୍ତି

ଭୂବନେଶ୍ବର:ବାଲି ଖାଦାନ ପରିଚାଳନା ନେଇ ଆସିଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି । ଏହି ଏସଓପି ଜାରି କରିଛି ଲଘୁ ଖଣିଜ ନିର୍ଦ୍ଦେଶାଳୟ। ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍‌ ଭାବେ ବାଲି ଓ ଖଣିଜ ସାମଗ୍ରୀ…

ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଏସଆଇ ସହିଦ, ଯବାନ ଗୁରୁତର

ବିଶ୍ରା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ପୁଣି ଥରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ସୁରକ୍ଷା ବାହିନୀକୁ କଲେ ଟାର୍ଗେଟ୍‌ । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଜଣେ ସବ୍ଇନ୍‌ସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି ।ଏଥିସହ ଯବାନ ପାର୍ଥ…

ନବୀନ ନିବାସ ଛାଡ଼ିବେ ଭିକେ ପାଣ୍ଡିଆନ୍

ଭୂବନେଶ୍ୱର, ୨୩/୦୩ : ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡି ଶିବିରରେ ଗୁଞ୍ଜରଣ । ପାଣ୍ଡିଆନ ଖୁବଶୀଘ୍ର ଦଳ ସହିତ ସମ୍ପର୍କ ତୁଟାଇ ପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିକେ ପାଣ୍ଡିଆନ୍ ଖୁବ୍ ଶୀଘ୍ର ପଟ୍ଟନାୟକଙ୍କ ବାସଭବନ ନବୀନ…

ମହଙ୍ଗା ପଡିଲା ଜଙ୍ଗଲକୁ ଯାଇ ହାତୀ ଦେଖିବା, ହାତୀ ଆକ୍ରମଣରେ ଜଣେ ଗୁରୁତର।

ମହଙ୍ଗା ପଡିଲା ଜଙ୍ଗଲକୁ ଯାଇ ହାତୀ ଦେଖିବା, ହାତୀ ଆକ୍ରମଣରେ ଜଣେ ଗୁରୁତର। କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ସୀତାରାମପୁର ଗାଁ ରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ନେଇ ସୂଚନା । ଯାଙ୍ଗଲକୁ ଯାଇ ହାତୀ…

ସାତକୋଶିଆ ଅଭୟାରଣ୍ୟରେ ଦନ୍ତାହାତୀ ର ଗଳିତ ଶଵ ଉଦ୍ଧାର

ସାତକୋଶିଆ ଅଭୟାରଣ୍ୟରେ ଅଭାଵନୀୟ ପରିସ୍ଥିତି ଦେଖ ଦେଇଛି । ଏକ ପଚି ସଢି ଯାଇଯାଇଥିଵା ଦନ୍ତାହାତୀ ହାତୀ ର ଶଵକୁ ଵନ ଵିଭାଗ ଉଦ୍ଧାର କରି ଶଵ ଵ୍ୟଵଛେଦ କରି ନିଜ କାର୍ଯ୍ୟ ସାରି ଦେଇଛନ୍ତି । ଉଦ୍ଧାର ଶଵ ର…

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି: ମନ୍ତ୍ରୀ

ଭୂବନେଶ୍ୱର: ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା…

You missed