Category: Latest News

ଆସନ୍ତାକାଲି ମରିସସ୍‍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‍ର ପୂର୍ବତନ ରାଷ୍ଟ୍ରପତି ସାର୍‍ ଅନିରୁଦ୍ଧ ଜଗନ୍ନାଥ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‍ ସିୱସାଗୁର ରାମଗୁଲାମଙ୍କୁ ପମ୍ପେଲ୍‍ମୁସେସ୍‍ ସ୍ଥିତ ସାର୍‍ ସିୱସାଗୁର ରାମଗୁଲାମ ବଟାନିକ୍‍ ଗାର୍ଡେନ୍‍ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି…

ମଣିପୁରରେ ହିଂସା: ୧ ମୃତ, ୨୭ ଆହତ

ପୁଣି ମଣିପୁରରେ ହିଂସା । ପ୍ରାୟ ୨ ବର୍ଷ ପରେ କୁକି ଓ ମୈତେଇ ସମ୍ପ୍ରଦାୟର ଲୋକେ ମୁକ୍ତ ଯାତାୟାତ କରିବା ଆରମ୍ଭ କରିଥିଲେ । ହେଲେ ଏହାରି ମଧ୍ୟରେ ପୁଣି ହିଂସା ଦେଖିବା ପାଇଁ ମିଳିଛି । କୁକୁ ସମ୍ପ୍ରଦାୟର…

ଉତ୍ତରାଖଣ୍ଡରେ ଏବେ ସବୁଋତୁରେ ପର୍ଯ୍ୟଟନର ବିକାଶ ହେବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡକୁ ବର୍ଷତମାମ ପର୍ଯ୍ୟଟନସ୍ଥଳୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉତ୍ତର କାଶୀର ହରସିଲ୍‍ ଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଜ୍ୟ ପାଇଁ ଶୀତକାଳୀନ ପର୍ଯ୍ୟଟନର ଗୁରୁତ୍ୱ ଉପରେ କହିଛନ୍ତି । ସେ…

ଭୁଶୁଡ଼ିଲା କୋଠା ,୪ରୁ ୫ ଜଣ ଲୋକ ଫସି ରହିଥିବା ଆଶଙ୍କା

ପଞ୍ଜାବର ଲୁଧିଆନାରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ସୂଚନା ଅନୁଯାୟୀ, ଫୋକାଲ୍ ପଏଣ୍ଟ ଅଞ୍ଚଳର ଫେଜ୍ 8 ରେ ଥିବା ଏକ ରଙ୍ଗାଇଂ କୋଠାର ପୁରୁଣା ଅଂଶ ଭୁଶୁଡ଼ି ପଡ଼ିଛି ଏବଂ ଏହା ତଳେ ପ୍ରାୟ ଚାରି ଜଣ ଫସି…

ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୂବନେଶ୍ୱର, ୨୫/୦୧ : ବିଜେପି ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପିର କଟକ ଜିଲ୍ଲା (୧) ସାଂଗଠନିକ ଜିଲ୍ଲାର ନୂଆ ସଭାପତି ସୁକାନ୍ତ କୁମାର ବିଶ୍ଵାଳଙ୍କ ନାମ ଘୋଷଣା ହୋଇଛି ।…

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ଉତ୍ତୋଳନ କରିବେ ଜାତୀୟ ପତାକା

ଭୂବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ହରିବାବୁ କମ୍ଭମପତି। ଜାତୀୟ ପତାକା ଉତ୍ତୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ…

ଡିସଚାର୍ଜ ପରେ ଆଉ ଘରକୁ ଯିବେନି ସୈଫ୍

ମୁମ୍ବାଇ: ଆକ୍ରମଣ ପରେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି, ଅଭିନେତା ସୈଫ୍‌ ଅଲ୍ଲୀ ଖାନ। ଏଥିପାଇଁ ଆଜି ତାଙ୍କୁ ଡାକ୍ତରଖାନରୁ ଡିସଚାର୍ଜ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସୈଫଙ୍କ ଡାକ୍ତର। ଛୁରାମାଡ ଘଟଣାର ୬ଦିନ ପରେ ଏବେ ସୈଫଙ୍କ ଅବସ୍ଥା…

ସାଧାରଣତନ୍ତ୍ର ଦିବସରେ କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୨୧/୦୧ : ଜାନୁଆରୀ ୨୬ରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଭାବରେ ପତାକା ଉତ୍ତୋଳନ କରିବେ । କଟକରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଧ୍ୱଜାବତରଣ କରିବେ…

ଆଜି ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି

ଭୂବନେଶ୍ୱର, ୧୭/୦୧ : ଆଜି ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ । ତାଙ୍କର ଏହି ଗସ୍ତ ଦୁଇ ଦିନିଆ ହେବ ବୋଲି ଜଣାପଡ଼ିଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଏକ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଆସିବେ ।…

ମନମୋହନ ସିଂହଙ୍କ ପରଲୋକ: ଦେଶରେ ୭ ଦିନ ପାଳନ ହେବ ରାଷ୍ଟ୍ରୀୟ ଶୋକ, ବନ୍ଦ ରହିବ ସମସ୍ତ ସରକାରୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ…