Category: Latest News

ନୈତିକତା ହେଉଛି ଅର୍ଥପୂର୍ଣ୍ଣ ଜୀବନର ମୂଳଦୁଆ: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବଳ ଭାରତ ନୁହେଁ ବରଂ ବିଦେଶର ବିଭିନ୍ନ ସଂସ୍କୃତିର ସଙ୍ଗମସ୍ଥଳ ପାଲଟିଛି । ସେଠାକାର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଆମ ଦେଶର ବିବିଧତା ପ୍ରତିଫଳିତ ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ଜାଗୃତିଙ୍କ ମଥାରେ ଅନୁଭବଙ୍କ ସିନ୍ଦୂର

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଓଡ଼ିଆ ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ମଙ୍ଗଳବାର ସାମ୍ବାଦିକ ଏବଂ ଲେଖିକା ଜାଗୃତି ଶୁକ୍ଳାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା କୁହାଯାଉଛି। ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ…

ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ

ଭାରତୀୟ ନିର୍ବାଚନ କମିଶନନିର୍ବାଚନ ସଦନ, ଅଶୋକା ରୋଡ୍, ନୂଆଦିଲ୍ଲୀ -୧୧୦୦୦୧ ନୂଆଦିଲ୍ଲୀ!/ ଅନୁଗୋଳ – ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ…

ଶିକ୍ଷା ଅଧିକାର ଆଇନି ଉଲଂଘନ କରି ଅଡୁଆରେ ପ୍ରଧାନ ଶିକ୍ଷୟତ୍ରୀ

(ଶିକ୍ଷା ଅଧିକାର ଆଇନି ଉଲଂଘନ କରି ଅଡୁଆରେ ପ୍ରଧାନ ଶିକ୍ଷୟତ୍ରୀ )ଜଗତସିଂହପୁର ତା =11/3/25ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତ ଠାକୁର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷା ଅଧିକାର ଆଇନି କୁ…

ମୋଦୀଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ

ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ସମ୍ମାନ ପାଇବାରେ…

ରାଜ୍ୟସଭାରେ ରେଳ ସଂଶୋଧନ ବିଲ୍ ୨୦୨୪ ଆଗତ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ରେଳ (ସଂଶୋଧନ) ବିଲ୍ ୨୦୨୪କୁ ଆଲୋଚନା ଓ ମଞ୍ଜୁରୀ ପାଇଁ ଆଗତ କରିଛନ୍ତି। ଏହି ବିଲରେ ରେଳ ବାଇ ଆକ୍ଟ ୧୯୮୯ରେ ସଂଶୋଧନ କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ରେଳବାଇ ବୋର୍ଡର କ୍ଷମତା ବୃଦ୍ଧି…

ଆକ୍ସନ ନେଲେ ବାଚସ୍ପତି ; ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସ୍‌ପେଣ୍ଡ

ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ସସ୍ପେଣ୍ଡ କରିଛନ୍ତି…

ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ମୃତ

ସାଉଥ ଆଫ୍ରିକା ଜୋହାନ୍ସବର୍ଗ ସହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ହାଇୱେରେ ଏକ ବସ୍ ଓଲଟିବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୪୫ ଜଣ ଆହତ ହୋଇଛନ୍ତି । ସୂଚନା ମିଳିବା ପରେ ଘଟଣା ସ୍ଥଳରେ…

ଆସନ୍ତାକାଲି ମରିସସ୍‍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‍ର ପୂର୍ବତନ ରାଷ୍ଟ୍ରପତି ସାର୍‍ ଅନିରୁଦ୍ଧ ଜଗନ୍ନାଥ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‍ ସିୱସାଗୁର ରାମଗୁଲାମଙ୍କୁ ପମ୍ପେଲ୍‍ମୁସେସ୍‍ ସ୍ଥିତ ସାର୍‍ ସିୱସାଗୁର ରାମଗୁଲାମ ବଟାନିକ୍‍ ଗାର୍ଡେନ୍‍ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି…

ମଣିପୁରରେ ହିଂସା: ୧ ମୃତ, ୨୭ ଆହତ

ପୁଣି ମଣିପୁରରେ ହିଂସା । ପ୍ରାୟ ୨ ବର୍ଷ ପରେ କୁକି ଓ ମୈତେଇ ସମ୍ପ୍ରଦାୟର ଲୋକେ ମୁକ୍ତ ଯାତାୟାତ କରିବା ଆରମ୍ଭ କରିଥିଲେ । ହେଲେ ଏହାରି ମଧ୍ୟରେ ପୁଣି ହିଂସା ଦେଖିବା ପାଇଁ ମିଳିଛି । କୁକୁ ସମ୍ପ୍ରଦାୟର…