Category: Latest News

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଦୁଇ ଏସଓଜି ଯବାନ ଗୁରୁତର

ବାଲିଗୁଡା:(ସୁଶିଲ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସଓଜି ଯବାନ। ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା…

ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।

ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ…

ଜିତେନ୍ଦ୍ର ସାହୁ ଦୀନବନ୍ଧୁ ପୁର ସମାଜ ସେବା କ୍ଷେତ୍ରରେ

ଜେଜେବାପା ସ୍ବର୍ଗତ କମ୍ଭୁ ନାଥ ସାହୁ କଫ, ସ୍ଵାଶ, ଇସନ ଫୁଲିଆ, ବାତ, ଅଧକପାଳି, ମଳ କଣ୍ଟକ ଆଦି ଆୟୁର୍ବେଦିକ ଔଷଧ ପ୍ରାୟ 60 ବର୍ଷ ହେବ ଦେଇ ଆସୁଥିଲେ || ତାଙ୍କ ଦେହାନ୍ତ ପରେ ନାତି ଜିତେନ୍ଦ୍ର ସାହୁ ଆପଣ…

ଶକ୍ତି ସଂରକ୍ଷଣ ଦିବସରେ ଆଇୱାର ଜନ ସଚେତନତା କାର୍ଯ୍ୟକ୍ରମ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଉପଲକ୍ଷେ ଆରୋଗ୍ୟମ୍ ଯୋଗ ଏବଂ ୱେଲଫେୟାର ଆସୋସିଏସନ (ଆଇୱା), ଢେଙ୍କାନାଳର କାର୍ଯ୍ୟକର୍ତ୍ତାମାନେ ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉ. ପ୍ରା ବିଦ୍ୟାଳୟ,ଗହମଖୁଣ୍ଟି ପରିସରରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ…

କୁଲାଡ଼ କଲେଜରେ ଖେଳକୁଦ ଓ ସଚେତନତା କାର୍ଯ୍ୟକ୍ରମ

ବଅଁରପାଳ- ଏହି ବ୍ଲକ ଅନ୍ତର୍ଗତ କୁଲାଡ଼ ଗ୍ରାମସ୍ଥିତ ନାଲକୋନଗର ଉଚ୍ଚ ମଧ୍ୟାମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରଯୋଜିତ ସମନ୍ୱିତ ଯୁବ ବିକାଶ ଅଭିଯାନ ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଖେଳକୁଦ, ପରିଚ୍ଛନ୍ନତା ଓ ପରିମଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି…

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

ବାଲିଗୁଡା:(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି…

ଭାରତସରକାର ଙ୍କ gds jca ଗ୍ରାମୀଣ ଡାକବିଭାଗ ଗୋଲାମୁଣ୍ଡା ରେ ବନ୍ଦ ଡାକରା

ଓଡିଶା ସାରା ରାଜ୍ୟରେ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ବନ୍ଦ ଡାକରା କରୁଥିବାବେଳେ ଗୋଲାମୁଣ୍ଡା ଉପ ଡା କଘର ସ୍ମୁଖରେ ରାମଚନ୍ଦ୍ର ନାଇକ ଙ୍କ ନେତୃତ୍ୱ ରେ ଗୋଲାମୁଣ୍ଡା ଅଧିନସ୍ତ g. D. S କର୍ମ ଚାରି ମାନେ ଧାରଣାରେ ଅଂଶ…

ମହାମହିମ ରାଜ୍ୟପାଳ ଙ୍କ ସହିତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସୌଜନ୍ୟମୂଳକ ସାକ୍ଷାତକାର ଓ ସମସ୍ୟା ସମାଧାନ ପାଇଁ ପତ୍ର ପ୍ରଦାନ

ଓଡ଼ିଶା ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ତରଫରୁ ଓଡ଼ିଶା ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ନାୟକ , ରାଜ୍ୟ…

ବଅଁରପାଳ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉଦଘାଟିତ

ବଅଁରପାଳ,୫.୧୧- ସ୍ଥାନୀୟ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିବ୍ୟାଳୟ ଖେଳପଡିଆରେ ବଅଁରପାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଦିନିଆ ସପ୍ତ ବିଂଶତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ସଭାପତି ସତ୍ୟବାନ ବରାହଙ୍କ ଅଧ୍ୟକ୍ଷତାରେ…

ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟରେ “ନୂଆ-ଓ” କାର୍ଯ୍ୟକ୍ରମ ଉଦଯାପିତ

ଅମ୍ବାଭୋନା ୪-୧୨-୨୩ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ଭୁକ୍ତା ଠାରେ ୧୪ ଦିନ ଧରି ଆୟୋଜିତ ହୋଇଥିବା ଓଡ଼ିଶା ସରକାର ଙ୍କ ର “ନୂଆ-ଓ” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମ ହାବିଦ୍ୟାଳୟ ର ଅଧ୍ଯକ୍ଷା ଶ୍ରୀମତୀ କଲ୍ପନା…