କୋରାପୁଟରେ ୧୨.୩୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ: ଭିଜିଲାନ୍ସ ଦ୍ୱାରା ୨ ଗିରଫ
କୋରାପୁଟରେ ୧୨.୩୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ: ଭିଜିଲାନ୍ସ ଦ୍ୱାରା ୨ ଗିରଫ ଜୟପୁର, ୨୩ ଅକ୍ଟୋବର: ସରକାରୀ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ଏବଂ ସରକାରୀ ଅର୍ଥ ହେରଫେର ଅଭିଯୋଗରେ କୋରାପୁଟ ଜିଲ୍ଲାର ଦୁଇ ଜଣଙ୍କୁ ଗିରଫ କରିଛି…
