Category: National

ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୨୭/୦୧ : ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିବେ ସରକାର ।ଅଧିବେଶନର ଏଜେଣ୍ଡା ସଂପର୍କରେ ମଧ୍ୟ ଆଲୋଚନା ହେବ…

ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ : ଭାରତ-EU ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ । ୨୦୦୭ ମସିହାରୁ ୧୮ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା ଶେଷରେ…

ନିର୍ବାଚନ ପୂର୍ବରୁ ଚରମ ସୀମାରେ ରାଜନୈତିକ ହିଂସା; ଟିଏମ୍‌ସି-ବିଜେପି କର୍ମୀ ମୁହାଁମୁହିଁ, ମଞ୍ଚରେ ଲଗାଇଲେ ନିଆଁ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା ଏବଂ ତୃଣମୂଳ କଂଗ୍ରେସ (TMC) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ସଂଘର୍ଷ ଯୋଗୁଁ…

ଛତିଶଗଡ଼ ସୀମାନ୍ତ ବିଜାପୁରରେ ଆଇଇଡି ବିସ୍ଫୋରଣ:୧୧ ସୁରକ୍ଷାକର୍ମୀ ଆହତ

ବିଜାପୁରରେ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ଦିନ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡ ବିଜାପୁର ଜିଲ୍ଲାର କାରେଗୁଟ୍ଟା ପାହାଡର ଜଙ୍ଗଲରେ ସିରିଜ୍ ଆଇଇଡି ବିସ୍ଫୋରଣ ହୋଇଥିଲା…

ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ନୀତିନ ନବୀନ

ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଙ୍ଗଳବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ସେ ଜାନୁଆରି ୨୭ ଏବଂ ୨୮ ତାରିଖରେ ଦୁର୍ଗାପୁର ଏବଂ ଆସାନସୋଲ ଗସ୍ତ କରିବେ। ଦଳର ଜାତୀୟ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର…

ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୁଆଦିଲ୍ଲୀ: ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ। ୟୁରୋପୀୟ ୟୁନିଅନର ୨ ପ୍ରମୁଖ ନେତା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଅଛନ୍ତି। ଆଜି ସାରା ଦେଶ ପାଳନ କରୁଛି ୭୭ତମ…

ଦିଲ୍ଲୀ କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଦିଲ୍ଲୀ କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼, କୋରାପୁଟ୍ କଫି ଓ କୋଣାର୍କ ମନ୍ଦିର ପ୍ରଦର୍ଶିତ ହୋଇଛି । ଏଥି ସହିତ ଘୋଡ଼ା ନାଚ ପ୍ରଭୃତି ପ୍ରଦର୍ଶିତ ହୋଇଛି। ଆମର ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟର ମନମୋହକ ପରିବେଷଣ, ପାରମ୍ପରିକ ଘୋଡ଼ା…

ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଗୌରବର ପ୍ରତୀକ ଏହି ମହାନ ଜାତୀୟ ପର୍ବ’

ଭାରତ ଆଜି ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ସମଗ୍ର ଦେଶ ତ୍ରିରଙ୍ଗା ରଙ୍ଗରେ ଝଲସୁଛି। ରାଜଧାନୀ ଦିଲ୍ଲୀର କାର୍ତ୍ତବ୍ୟ ପଥରେ ଆଜି ପରେଡ୍ ପାଇଁ ମହାନ ପ୍ରସ୍ତୁତି କରାଯାଇଛି। ଆଜି ଗଣତନ୍ତ୍ର ଦିବସ ପରେଡ୍‌ରେ ଦେଶର ସାହସିକତା ଭୂମିରୁ…

ଦେଶବାସୀଙ୍କୁ ସମ୍ବେୋଧନ କଲେ ରାଷ୍ଟ୍ରପତି

୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼ ଗଣତନ୍ତ୍ରର…

୭୭ତମ ଗଣତନ୍ତ୍ର ଦିବସ, ୨୦୨୬ରେ ୧୫ ଜଣ ITBP ଅଧିକାରୀଙ୍କୁ ପଦକ ପ୍ରଦାନ

୭୭ତମ ଗଣତନ୍ତ୍ର ଦିବସ, ୨୦୨୬ରେ ୧୫ ଜଣ ITBP ଅଧିକାରୀଙ୍କୁ ପଦକ ପ୍ରଦାନ ୨୫ ଜାନୁଆରୀ ୨୦୨୬, ନୂଆଦିଲ୍ଲୀ: ୭୭ତମ ଗଣତନ୍ତ୍ର ଦିବସ, ୨୦୨୬ ଅବସରରେ ମୋଟ ୧୫ ଜଣ ITBP ଅଧିକାରୀଙ୍କୁ ପଦକ ପାଇବା ପାଇଁ ଘୋଷଣା କରାଯାଇଛି। ସେମାନଙ୍କ…