ବିହାର ପରେ ସାରା ଦେଶରେ ଲାଗୁ ହେବ SIR
ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଲାଗୁ ହେବ SIR । ବିହାର ପରେ ସାରା ଦେଶରେ ଏସଆଇଆର ଲାଗୁ ନେଇ ନିର୍ବାଚନ କମିଶନ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆଦିଲ୍ଲୀରେ ସବୁ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା…
ଚଳିତ ବର୍ଷ ଶେଷ ସୁଦ୍ଧା ସାରା ଦେଶରେ ଲାଗୁ ହେବ SIR । ବିହାର ପରେ ସାରା ଦେଶରେ ଏସଆଇଆର ଲାଗୁ ନେଇ ନିର୍ବାଚନ କମିଶନ କରିବେ ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆଦିଲ୍ଲୀରେ ସବୁ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା…
ଆଚେନରେ ହିମସ୍ଖଳନ ଯୋଗୁ ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଅଗ୍ନିବୀର ରହିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିୟନ୍ତ୍ରଣ ରେଖା(ଏଲଓସି)ର ଉତ୍ତରାଞ୍ଚଳରେ ଅବସ୍ଥିତ ସିଆଚେନ ଗ୍ଲାସିୟରରେ ଅନେକ ସମୟରେ ହିମସ୍ଖଳନ…
ନୁଆଦିଲ୍ଲୀ,୯/୯ : ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟତ ସହ ପରିବହନ ପଥକୁ ସୁଗମ କରିବା ତଥା ରେଳ ନେଟଓ୍ୱାର୍କକୁ ସୁଦୃଢ଼ କରିବା ଦିଗରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…
ନେପାଳରେ ହଇଚଇ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି। ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ…
ଏନଡିଏ ପ୍ରାର୍ଥୀ ଏବଂ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ କରାଯାଇଛି। ମୋଟ ୭୮୮ ଜଣ ଭୋଟର ଥିଲେ, ଯେଉଁଥିରୁ ୭ଟି ଆସନ ଖାଲି ଥିଲା, ତେଣୁ ୭୮୧ ଜଣ ଭୋଟର ଥିଲେ। ଭୋଟ ପ୍ରତିଶତ ୯୮.୨%…
ନୁଆଦିଲ୍ଲୀ: ନୂତନ ଜିଏସଟି ହାର ଏବଂ ସ୍ଲାବ କୃଷି କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ। ଏହା ବିଶେଷ କରି କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ଲାଭ ଦେବ, କୃଷି ଉପକରଣ ଉପରେ ଜିଏସଟି ହାର ହ୍ରାସ ଯୋଗୁଁ କୃଷି ଖର୍ଚ୍ଚ ହ୍ରାସ…
ମଣିପୁରରେ ସୁରକ୍ଷା ବଳ ତଲାସି ଅଭିଯାନ ସମୟରେ ଗତକାଲି ଉଗ୍ରବାଦୀ ସଂଗଠନଗୁଡ଼ିକର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛନ୍ତି । ମଣପୁର ପୋଲିସ୍ର ସୂଚନା ଅନୁଯାୟୀ, PLA ଉଗ୍ରବାଦୀ ସଂଗଠନର ୨ ଜଣ ଏବଂ KCP-MEL ଏବଂ UNLF-K ଗୋଷ୍ଠୀର ଜଣେ…
ଆଜି ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ । ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି କରାଯାଇ ଫଳ ଘୋଷଣା କରାଯିବ।। ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ଓ ଇଣ୍ଡିମେଣ୍ଟ…
ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ବିଜେଡି ଭୁବନେଶ୍ୱର, ୦୮/୦୯ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଓଡିଶା ରାଜନୀତି ପାଇଁ ଆସିଛି ବଡ ଖବର । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ…
ନୂଆଦିଲ୍ଲୀ – ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ (UNGA) ର ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସେପ୍ଟେମ୍ବର ୨୭ରେ ବିଶ୍ୱ ନେତାମାନଙ୍କୁ ଏହି…