Category: National

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହେବନି ସାର୍ବଜନୀନ, ଦିଲ୍ଲୀ ହାଇକୋର୍ଟ

ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ଦେବା ସମୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକ ଡିଗ୍ରୀର ବିବରଣୀ ସାର୍ବଜନୀନ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବାଧ୍ୟ ନୁହେଁ । ଡିଗ୍ରୀ ପ୍ରକାଶ କରିବା ପାଇଁ କେନ୍ଦ୍ରୀୟ ସୂଚନା କମିସନରଙ୍କ…

ଆତ୍ମନିର୍ଭରତାକୁ ଦେଶ’ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି:ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରତାକୁ ଦେଶ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ଗୁଜରାଟର ଅହମ୍ମଦାବାଦରେ ୫ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ କରିବା ଅବସରରେ ସେ ଏହା…

ଆରମ୍ଭ ହେଲା ସିଆଇଏସଏଫ ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍, ସ୍ୱତନ୍ତ୍ର ତାଲିମ ପରେ ହେବେ ନିୟୋଜିତ

ନୁଆଦିଲ୍ଲୀ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ରବିବାର ଘୋଷଣା କରିଛି ଯେ ଏହାର ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଏବେ ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ମହିଳା ସ୍କ୍ୱାଡ୍ ଦେଶର ବିମାନବନ୍ଦର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ସୁରକ୍ଷା ଦାୟିତ୍ୱ…

ବିଚ୍ ରାସ୍ତାରେ ରାହୁଲ ଗାନ୍ଧୀଙ୍କୁ ଯୁବକ କଲେ ଖୁଲ୍ଲମଖୁଲ୍ଲା କିସ୍

ବିଚ୍ ରାସ୍ତାରେ ରାହୁଲ ଗାନ୍ଧୀଙ୍କୁ ଯୁବକ କଲେ ଖୁଲ୍ଲମଖୁଲ୍ଲା କିସ୍ ବିହାର ଗସ୍ତରେ ଥିବା କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟିର ଘଟଣା ସାମ୍ନାକୁ ଆସିଛି। ପୂର୍ଣ୍ଣିଆରେ ଏକ ବାଇକ ରାଲି…

ଅନଲାଇନ ଗେମିଂ ବିଲକୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି

ଅନଲାଇନ ମନି ଗେମିଂ ଉପରେ ପ୍ରତିବନ୍ଧକ ଲଗାଇବା ବିଲ ଉପରେ ସଂସଦର ଅନୁମୋଦନ ପରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି, ଯାହା ପରେ ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଏହି ଆଇନ ଅନୁଯାୟୀ, ସମସ୍ତ…

ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତି

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ବିକ୍ରମସିଂଘେଙ୍କ ଲଣ୍ଡନ ଯାତ୍ରା ବିଷୟରେ ପଚରାଯିବା ପରେ ତାଙ୍କୁ ଅଟକ…

ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହେବେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା !

ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହୋଇପାରନ୍ତି। ପୁରୁଷ ଚୟନ ସମିତିରେ ୨ଟି ପଦ ଏବଂ ମହିଳା ଚୟନ ସମିତିରେ ୪ଟି ପଦ ପାଇଁ ବିସିସିଆଇ ଶୁକ୍ରବାର ବିଜ୍ଞାପନ ପ୍ରକାଶ…

ଆସନ୍ତା ୨୯ରୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖଠାରୁ ୪ଦିନିଆ ଜାପାନ ଓ ଚୀନ ଗସ୍ତରେ ଯିବେ। ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ୨୯ ଓ ୩୦ ତାରିଖ ଦୁଇ ଦିନ ଜାପାନ…

ବୁଧବାର ସିପି ରାଧାକ୍ରିଷ୍ଣନ କଲେ ନାମାଙ୍କନ ଦାଖଲ

ବୁଧବାର ନାମାଙ୍କନ ଦାଖଲ କଲେ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ: ଘଟଣାକୁ ନେଇ ବିଭିନ୍ନ ଦଳର ଘୋର ନିନ୍ଦା

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ । ଜନଶୁଣାଣି ବେଳେ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଲା ଯୁବକ । ପ୍ରଥମେ ଅଭିଯୋଗ ନେଇ ଆସିଲେ, ତାପରେ ଜୋରରେ ଚିଲେଇଲେ, ଆଉ ଶେଷରେ ଚାପୁଡ଼ା ମାରିଲେ ।…

You missed