Category: National

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ INDI ମେଣ୍ଟ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ INDI ମେଣ୍ଟ ପ୍ରାର୍ଥୀ। INDI ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଲେ। ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଶରଦ ପାୱାର ଉପସ୍ଥିତ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ…

ଆସନ୍ତା ଶୁକ୍ରବାର ୧୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ବିହାରର ଓ ପଶ୍ଚିମବଙ୍ଗ ଗସ୍ତ କରି ପ୍ରାୟ ୧୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପୂର୍ବାହ୍ନରେ ଶ୍ରୀ ମୋଦୀ…

୧୦ ମହିଳାଙ୍କ ସମେତ ୨୯ ମାଓବାଦୀ କଲେ ଆତ୍ମସମର୍ପଣ

ଛତିଶଗଡ଼ରେ ଆଜି ୧୦ ମହିଳାଙ୍କ ସମେତ ମୋଟ୍‍ ୨୯ ଜଣ ମାଓବାଦୀ ପୁଲିସ୍‍ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ଲାଗି ପ୍ରାୟ ୫୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦନ୍ତେୱାଡ଼ା ଜିଲ୍ଲାରେ ୨୧ ଜଣ…

ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍‌

ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍‌-୨୦୨୫ ।ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍‌ରେ ପାରିତ । ଅନଲାଇନ୍ ଗେମ୍‌ ଅନେକ ଲୋକଙ୍କ ଜୀବନ ନେଉଛି କହିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘୩୧ ମାସରେ ୩୨ ଜଣ ଲୋକ ଅନ୍‌ଲାଇନ୍…

ସ୍ବାଧୀନତା ଦିବସ-୨୦୨୫ ଅବସରରେ ପୋଲିସ ପଦକ ପ୍ରଦାନ

ସ୍ବାଧୀନତା ଦିବସ-୨୦୨୫ ଅବସରରେ ପୋଲିସ ପଦକ ପ୍ରଦାନ ନୂଆଦିଲ୍ଲୀ, ୨୦ ଅଗଷ୍ଟ, ୨୦୨୫:(ଦିଲ୍ଲୀ ରୁ ନିଜ ପ୍ରତିନିଧି) ସ୍ୱାଧୀନତା ଦିବସ-୨୦୨୫ ଅବସରରେ ନିମ୍ନଲିଖିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF) ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିଶିଷ୍ଟ ସେବା ପାଇଁ ପ୍ରତିଷ୍ଠିତ ପଦକ,…

ଜମ୍ମୁ-କାଶ୍ମୀର କିସ୍ତୱାଡ଼ା ପ୍ରଳୟ,ମୃତ୍ୟୁ ସଂଖ୍ୟା ୬୬କୁ ବୃଦ୍ଧି

ଜମ୍ମୁ କାଶ୍ମୀରରେ ଫ୍ଲାସଫ୍ଲଡ୍ ପରେ ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର । ଚାରି ଆଡ଼େ ଖାଲି ବିଭୀଷିକା ଆଉ ହାହାକାର । ଜମ୍ମୁ କାଶ୍ମୀରର କିସ୍ତୱାରରେ ଗୁରୁବାର ଦିନ ଚାରୋଟି ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା 66କୁ…

କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

କଞ୍ଚା କପା ଆମଦାନୀ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । କପା ଆମଦାନୀ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ ଘୋଷଣା । କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (AIDC) ବି ସମ୍ପୂର୍ଣ୍ଣ ଛାଡ଼ । ଆଜିଠୁ ଆସନ୍ତା…

ଯୁଦ୍ଧ ଶେଷ କରିବା ଲାଗି ଏହି ପଦକ୍ଷେପ ନେବାକୁ ରାଜି ହେଲେ ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର୍ ଳେଲେନସ୍କି କହିଛନ୍ତି, ଯୁଦ୍ଧି ସମାପ୍ତ କରିବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ସହ ଏକାକୀ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି । କୌଣସି ସର୍ଭ ବିନା ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ଶ୍ରୀ…

ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ଜଗନମୋହନ ରେଡ୍ଡୀ ପାର୍ଟିର ସମର୍ଥନ

ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ଜଗନମୋହନ ରେଡ୍ଡୀ ପାର୍ଟିର ସମର୍ଥନ ନୁଆଦିଲ୍ଲୀ, ୧୯/୦୮ : ଓ୍ଵାଇଏସଆର କଂଗ୍ରେସ ପାର୍ଟି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଜଗନମୋହନ ରେଡ୍ଡୀଙ୍କ ପାର୍ଟିର ଏହି ନିଷ୍ପତ୍ତି ଶାସକ ମେଣ୍ଟକୁ…

ଭାଜପା ପରେ ବିରୋଧୀଙ୍କ ଟାର୍ଗେଟରେ ତାମିଲନାଡୁ, ଏହି ନେତାଙ୍କୁ କରିବେ ଉପ-ରାଷ୍ଟ୍ରପତି ପ୍ରାର୍ଥୀ

ନୁଆଦିଲ୍ଲୀ,୧୮।୮: ବିରୋଧୀ ଇଣ୍ଡିଆ ମେଣ୍ଟରେ ଡିଏମକେର ରାଜ୍ୟସଭା ଏମପି ତିରୁଚି ଶିବାଙ୍କୁ ଉପ-ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଚୟନ କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ଏହି ରଣନୀତିକ ପଦକ୍ଷେପ ତାମିଲନାଡୁର ଏକ ବରିଷ୍ଠ ରାଜନେତାଙ୍କୁ ଆଗାମୀ ନିର୍ବାଚନରେ ତାଙ୍କ ରାଜ୍ୟର…

You missed