Category: National

ସେପ୍ଟେମ୍ବରରେ ମୋଦୀ-ଟ୍ରମ୍ପ ଭେଟଘାଟ! ଟାରିଫ୍ ବିବାଦ ଭିତରେ ଆଗକୁ ମୋଦୀ- ଟ୍ରମ୍ପ ସାକ୍ଷାତକାର

ନୁଆଦିଲ୍ଲୀ – ଟାରିଫ୍ ଟେନ୍‌ସନ୍ ଭିତରେ ଆସନ୍ତା ମାସ ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇପାରେ ଭେଟ୍‌ଘାଟ । ଆସନ୍ତା ମାସ ନ୍ୟୁୟର୍କରେ ହେବାକୁ ଯାଉଛି ଜାତିସଂଘ ମହାସଭା ବା ୟୁଏନ୍‌ଜିସିର ବୈଠକ । ସେପ୍ଟେମ୍ବର ୨୩ରୁ ୨୭…

ସଂସଦରେ ପାରିତ ହେଲା ନୂଆ ଆୟକର ବିଲ୍‌, ୬୦ ବର୍ଷ ପୁରୁଣା ସ୍ଥାନରେ ଲାଗୁ ହେବ ନୂଆ ନିୟମ

ସଂସଦରେ ପାରିତ ହେଲା ନୂଆ ଆୟକର ବିଲ୍ । ପ୍ରଥମେ ଲୋକସଭା, ପରେ ରାଜ୍ୟସଭାରେ ପାରିତ ହୋଇଛି ନୂଆ ଆୟକର ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ । ଏହାଦ୍ବାରା ୬୦ ବର୍ଷ ତଳର ପୁରୁଣା…

କ୍ରିକେଟର ସୁରେଶ ରାଇନାଙ୍କୁ ସମନ ପଠାଇଲା ED

ବେଟିଂ ଆପ୍ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ସମନ। ଆଜି ଦିଲ୍ଲୀ ଅଫିସରେ ହାଜର ହେବାକୁ ଇଡିର ସମନ। 1xBet (ୱାନଏକ୍ସ ବେଟ) ବେଟିଂ ଆପ୍ ମାମଲାର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ତଦନ୍ତ ଦିଲ୍ଲୀର ED…

ଗାନ୍ଧି ଜୟନ୍ତୀରୁ କଂଗ୍ରେସର ପଦଯାତ୍ରା : ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା

ଭୂବନେଶ୍ୱର,୧୩/୦୮: ଆସନ୍ତା ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀରୁ କଂଗ୍ରେସ ଓଡ଼ିଶାରେ ପଦଯାତ୍ରା ଆରମ୍ଭ କରିବ । ମାଲକାନଗିରିରୁ ଏହି ପଦଯାତ୍ରା ଆରମ୍ଭ ହେବ । ୩ଟି ପର୍ଯ୍ୟାୟରେ ପଦଯାତ୍ରା ହେବ । ୧୪୭ ନିର୍ବାଚନମଣ୍ଡଳୀକୁ ଏହି ପଦଯାତ୍ରା ଛୁଇଁବ…

ଆଧାର ନାଗରିକତାର ପ୍ରମାଣପତ୍ର ନୁହେଁ;ସୁପ୍ରିମକୋର୍ଟ

ବିହାର ଭୋଟର ତାଲିକା ସଂଶୋଧନ ପ୍ରକିୟାକୁ ନେଇ ଆଜି ବଡ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନ ଉପରେ ଶୁଣାଣୀ କରି ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହ କୋର୍ଟ କହିଛନ୍ତି ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର…

ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ହେଲା ସଂସଦର ଉଭୟ ସଦନ

ସଂସଦର ଉଭୟ ସଦନ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ। ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ତଥା ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଉଭୟ ସଦନ ବାରମ୍ବାର ମୁଲତବୀ ରହିଥିଲା। ଲୋକସଭା ତିନିଥର ଓ ରାଜ୍ୟସଭା ଦୁଇଥର ମୁଲତବୀ ଘୋଷଣା ହୋଇଥିଲା। ପରବର୍ତ୍ତୀ…

ଭାରତ’ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ; ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅଟଳ ଟିଙ୍କରିଂ ଲ୍ୟାବରେ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ୧୦ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ନୂତନ ଜ୍ଞାନ ଆହରଣ କରିପାରୁଛନ୍ତି। ଅଷ୍ଟାଦଶ ଆନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ…

ଲୋକସଭାରେ ନୂଆ ଆୟକର ବିଲ୍ ପାରିତ, ଗତ ଶୁକ୍ରବାର ପୁରୁଣା ଆୟକର ବିଲ୍‌ ପ୍ରତ୍ୟାହାର କରିଥିଲେ ସରକାର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ ଭିତରେ…

ECI: ଇସି ତାଲିକାରୁ ୩୩୪ ଦଳ ବାଦ୍‌

ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶନିବାର ୩୩୪ଟି ଅଣ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦିଆଯାଇଛି। ୨୦୧୯ ପରଠାରୁ ଏହି ଦଳଗୁଡିକ କୌଣସି ନିର୍ବାଚନ ଲଢି ନାହାନ୍ତି। ଏପରିକି ଏହି ଦଳଗୁଡିକର ସ୍ଥାୟୀ କାର୍ଯ୍ୟାଳୟ ନଥିବା ଜଣାପଡିଛି। ଏହି ଦଳଗୁଡିକ…

ନିର୍ବାଚନ ମଇଦାନକୁ ଓହ୍ଲାଇବେ ନୀତିଶ କୁମାରଙ୍କ ପୁଅ

ବିହାର ନିର୍ବାଚନକୁ ନେଇ ନିଇତି ନୂଆନୂଆ ଅପଡେଟ୍‌ ଆସୁଛି । ଖାସ୍‌ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ନିର୍ବାଚନ ଲଢିବେ କି ନାହିଁ ସେନେଇ ସସ୍‌ପେନ୍ସ ଦେଖାଯାଉଥିବା ବେଳେ ଏବେ ସେ ନିର୍ବାଚନବ ଲଢିବେ ବୋଲି କୁହାଯାଉଛି…

You missed