ନିର୍ବାଚନ କମିଶନ ନେଲେ ବଡ଼ ଆକ୍ସନ,ବିହାର ପରେ ଏବେ ସାରା ଦେଶରେ ହେବ ଭୋଟର ଯାଞ୍ଚ !
ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ପୁଙ୍ଖାନୁପୁଙ୍ଖ ସଂଶୋଧନକୁ ନେଇ ବିବାଦ ସମାପନ ହୋଇନଥିବା ବେଳେ ଏବେ ନିର୍ବାଚନ କମିଶନ ସାରା ଦେଶରରେ ଏସ୍ଆଇଆର୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିରୋଧୀ ଦଳ ଦୁଇ ଦିନ ଧରି ଏସ୍ଆଇଆର୍ ଉପରେ ସଂସଦରେ ହଙ୍ଗାମା…
