Category: National

ମୌସୁମୀ ଅଧିବେଶନ ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ, ଆମର ସାମୂହିକ ସଫଳତାର ଏକ ପ୍ରକୃତ ଉତ୍ସବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ପରିସରରେ 2025 ମସିହାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମୌସୁମୀ ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌସୁମୀ ନବସୃଜନ ଏବଂ…

୧୨ ବର୍ଷ ପରେ ପୂନର୍ବାର ଆରମ୍ଭ ହୋଇପାରେ ଟି୨୦ ଚାମ୍ପିୟନ୍ସ ଲିଗ

ନୂଆଦିଲ୍ଲୀ: ଟି୨୦ କ୍ରିକେଟ ଦିନକୁ ଦିନ ବେଶ ଲୋକପ୍ରିୟ ହେବାରେ ଲାଗିଛି । ରିପୋର୍ଟ ମୁତାବକ ୧୨ ବର୍ଷ ପରେ ଲୋକପ୍ରିୟ ଚାମ୍ପିୟନ୍ସ ଲିଗ ପୂନର୍ବାର ଆରମ୍ଭ ହେବାକୁ ଯାଉଛି । ସିଙ୍ଗାପୁରରେ ଚାଲିଥିବା ଆଇସିସି ବୈଠକରେ ଏ ନେଇ ମଧ୍ୟ…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: କେଉଁ କେଉଁ ବିଷୟରେ ହେବ ଆଲୋଚନା ?

ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରମୁଖ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି କ୍ରମରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ…

ପାଟନା ଏମ୍ସ ହଷ୍ଟେଲରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ; ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ଭୂବନେଶ୍ବର: ପାଟନା ଏମ୍ସର ହଷ୍ଟେଲରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରଙ୍କ ନାମ ଯଦବେନ୍ଦ୍ର ସାହୁ ଓରଫ ଅମୃତ୍ୟ ଅରବିନ୍ଦ । ସୂଚନାନୁସାରେ, ସେ ପାଟନା AIIMSର ପିଜି ପ୍ରଥମ ବର୍ଷର ଛାତ୍ର ଥିଲେ ।ପୋଲିସ…

ପାକିସ୍ତାନ ବିରୁଦ୍ଧରେ ଏକଜୁଟ୍ ହେଲେ ଭାରତୀୟ ଖେଳାଳୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍

ନୂଆଦିଲ୍ଲୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍ ୨୦୨୫ । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ଖେଳାଳୀଙ୍କ ପ୍ରତି କଠୋର ମନୋଭାବ ଦେଖାଇଛି ଭାରତୀୟ ଟିମ୍ । ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ର ଆୟୋଜକମାନେ ଏକ ସରକାରୀ ବିବୃତ୍ତି ଜାରି…

ଶିବରାଜ ସିଂ ଚୌହାନ ହୋଇପାରନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୯/୦୭ : ବିଜେପି ନିଜର ପରବର୍ତ୍ତୀ ଅଧ୍ୟକ୍ଷ ଘୋଷଣା ଅଗଷ୍ଟ ୧୫ ତାରିଖ ଭିତରେ କରିପାରେ । ତେଣୁ ବିଜେପି ସମର୍ଥକ ଏବଂ ନେତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ଏହା ମଧ୍ୟରେ ବିଜେପିର ବରିଷ୍ଠ…

୫୦୦ କୋଟି ଟଙ୍କାର ରିଲିଫ୍ ଟ୍ରଷ୍ଟ ଗଠନ କରିବ ଟାଟା ଗ୍ରୁପ୍, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପୀଡିତଙ୍କୁ ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଶୁକ୍ରବାର ଟାଟା ଗ୍ରୁପ୍ ୫୦୦ କୋଟିର ଏକ ଟ୍ରଷ୍ଟ ଗଠନ ଘୋଷଣା କରିଛି । ଏହାର ନାମ AI-171 ମେମୋରିଆଲ୍ ଏବଂ ୱେଲଫେୟାର ଟ୍ରଷ୍ଟ ହେବ । ଏହା…

ବାପା ଠାରୁ ଅଲଗା ହେବ ପୁଅ, ବିହାରରେ ନୂଆଦଳ ଗଢ଼ିବେ ତେଜପ୍ରତାପ

ବିହାର ରାଜନୀତିରେ ହଲଚଲ । ନୂଆ ରାଜନୈତିକ ଦଳ ଗଠନ କରିବେ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ । ଆରଜେଡି ଏବଂ ନିଜ ପରିବାରରୁ ବହିଷ୍କାର ହୋଇଛନ୍ତି ତେଜ ପ୍ରତାପ । ଶେଷରେ…

ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ସଫଳ ପରୀକ୍ଷଣ

ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍‌ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ ପରୀକ୍ଷଣ…

ଚତୁର୍ଥ ଟେଷ୍ଟ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ; ବୁମ୍‌ରା, ପନ୍ତ ଖେଳିବେ

ନୁଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ଓଲ୍‌ଡ ଟ୍ରାଫୋର୍ଡରେ ଚଳିତ ଜୁଲାଇ ୨୩ରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ପ୍ରସ୍ତୁତି ଗୁରୁବାରଠାରୁ ଆରମ୍ଭ କରିଛି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ…