Category: National

ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ

ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀ / ବିଜେପି ନେତା ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗୋପାଳ ରାମଗୁଲାମ ଛକ ନିକଟରେ କାର୍ ପାର୍କିଂ କରି ଗାଡିରୁ ଓହ୍ଲାଉଥିଲେ।…

ଆମେରିକାରେ ବନ୍ୟା ପ୍ରଳୟ,୨୪ ମୃତ

ଆମେରିକାର ଦକ୍ଷିଣ ମଧ୍ୟ କ୍ଷେତ୍ରରେ ସ୍ଥିତ ଟେକ୍ସାସ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ…

ଅମରନାଥ ଯାତ୍ରାରେ ବସ୍ ଦୁର୍ଘଟଣା, ୩୬ଯାତ୍ରୀ ଆହତ

ଶ୍ରୀନଗର: ଅମରନାଥ ଯାତ୍ରା ଜୁଲାଇ ୩ତାରିଖରୁ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯାଉଛନ୍ତି। କନ୍ତୁ ଶନିବାର ଯାତ୍ରା ସମୟରେ ରାମବନ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଚନ୍ଦ୍ରକୋଟ ଲଙ୍ଗର ସ୍ଥଳ ନିକଟରେ, ପହଲଗାମ…

ଭୋଟର ତାଲିକାରୁ ବାଦ ପଡିପାରନ୍ତି ୨କୋଟି ଭୋଟର

ବିହାରରେ ଭୋଟର ତାଲିକାକୁ ନେଇ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ବିରୋଧୀ ଦଳ ଏହି ପ୍ରଥାକୁ ଲଗାତାର ବିରୋଧ କରୁଛନ୍ତି । କାରଣ ଏହି ପ୍ରକ୍ରିୟା ମାଧ୍ୟମରେ ଅବହେଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଉଛି…

ଅପରେସନ ସିନ୍ଦୂରରେ ସୀମାରେ ୩ ଦେଶ ସହ ଲଢୁଥିଲା ଭାରତ’, ବଡ ଖୁଲାସା କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ ଭାରତ ସୀମାରେ ୩ ଶତ୍ରୁ ଦେଶ ସହ ଲଢୁଥିଲା । ଭାରତୀୟ ସେନାର ଉପ-ମୁଖ୍ୟ ସେନା କର୍ମଚାରୀ (କ୍ଷମତା ବିକାଶ ଏବଂ ନିରନ୍ତରତା) ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏଫଆଇସିସିଆଇ…

ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ’ ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାରିବିଆଈ…

ବହୁ ପ୍ରତୀକ୍ଷିତ ‘ରାମାୟଣ’ର ଟିଜର ଆଉଟ୍; ରାମ ଓ ରାବଣ ଝଲକ

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଲୁକ୍ ଆଜି ଲଞ୍ଚ ହୋଇଛି। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ପରି ଷ୍ଟାରଙ୍କ ଅଭିନୀତ ଏହି ମେଗା ଫିଲ୍ମର ପ୍ରୋମୋ ଦେଶର ୯ଟି ବଡ଼ ସହରରେ…

ପ୍ରଧାନମନ୍ତ୍ରୀ କମଳାଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ପବିତ୍ର ଜଳ ଦେଲେ ମୋଦି, ଉପହାରରେ ରାମ ମନ୍ଦିରର..

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କୁ ମହାକୁମ୍ଭ ଏବଂ ସରୟୁ ନଦୀର ସଙ୍ଗମର ପବିତ୍ର ଜଳ ପ୍ରଦାନ କରିଛନ୍ତି । ସେ ତାଙ୍କୁ ଶ୍ରୀରାମ ମନ୍ଦିରର ଏକ…

ଏସିଆ କପ୍‌ ଖେଳିବାକୁ ଭାରତ ଆସିବ ପାକିସ୍ତାନ ହକି ଟିମ୍

ଭାରତ ଆସିବ ପାକିସ୍ତାନ ହକି ଟିମ୍ । ଏସିଆ କପ୍‌ ଖେଳିବାକୁ ଭାରତ ଆସିବ ପାକିସ୍ତାନ । ଖେଳ ମନ୍ତ୍ରାଳାୟ ତରଫରୁ ଏନେଇ ସୂଚନା ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରେ ଏବେ ହକି ଖେଳକୁ ଗ୍ରୀନ ସିଗନାଲ…

ଦିଲ୍ଲୀ ଡବଲ ମର୍ଡର: ଗାଳି କରିବାରୁ ମା’, ପୁଅଙ୍କ ବେକ କାଟିଦେଲା ଚାକର..

ନୁଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏବଂ ତାଙ୍କ ନାବାଳକ ପୁଅକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ବୁଧବାର ସକାଳେ ବନ୍ଦ ଘରୁ ଉଭୟଙ୍କ ମୃତଦେହ ମିଳିଛି…