Category: National

ପୁଣି ଫେରିଲା କୋଭିଡ୍ ଡର, ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ମୁମ୍ବାଇର KEM ହସ୍ପିଟାଲ୍‌ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ। ଅନ୍ୟପଟେ ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ…

ସୁପ୍ରିମକୋର୍ଟଙ୍କ କଡା ମନ୍ତବ୍ୟ; ଭାରତ କୌଣସି ଧର୍ମଶାଳା ନୁହେଁ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ବହୁ ମାତ୍ରରେ ଦେଶ ବିଦେଶ ରୁ ଶରଣାର୍ଥୀ ଆସିଥାନ୍ତି। ସୋମବାର ଦିନ ଏହା ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତ କୌଣସି ଧର୍ମଶାଳା ନୁହେଁ ଯେ ସମଗ୍ର ବିଶ୍ବରୁ ଶରଣାର୍ଥୀ ମାନଙ୍କୁ…

ସନ୍ଦିଗ୍ଧଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲା ପୋଲିସ୍‌, ୨ ଜଣ ହେଲେ ବନ୍ଧା

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପୁଲିସ ଏକ ମିଳିତ ଅପରେସନ୍‌ରେ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ଏମାନେ ବୋମା ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ବୋଲି ଜଣାପଡିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ୨ ଜଣଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ନିବାସୀ।…

ହାଇଦ୍ରାବାଦରେ ବିସ୍ଫୋରଣର ଷଡଯନ୍ତ୍ର, ଆଇଏସଆଇଏସ ସହ ଜଡିତ ୨ ସନ୍ଦିଗ୍ଧ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି । ଆତଙ୍କବାଦୀ ସଂଗଠନ ISIS ସହ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରି, ପୋଲିସ ଏକ ବଡ଼ ଘଟଣା ଘଟିବା ପୂର୍ବରୁ ତାହାକୁ ଏଡାଇ ଦେଇଛି । ସୂଚନା…

ପୂର୍ଣ୍ଣ ପେନସନ ପାଇବେ ହାଇକୋର୍ଟର ଅବରସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ୍ ପାଇବେ । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ସେମାନଙ୍କୁ ପୂର୍ଣ୍ଣ ପେନସନ୍ ମିଳିବ । ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ୍ ପାଇବେ । ଏଥିସହିତ ଅତିରିକ୍ତ ଓ…

ପାକିସ୍ତାନରେ ଟପ୍‌ ଲସ୍କର ଆତଙ୍କବାଦୀ ସୈଫୁଲ୍ଲାକୁ ହତ୍ୟା, ୨୦୦୬ରେ RSS ମୁଖ୍ୟାଳୟ ଆକ୍ରମଣର ଷଡ଼ଯନ୍ତ୍ରରେ ଥିଲା ସାମିଲ

ଅପରେସନ ସିନ୍ଦୁରକୁ ନେଇ ଭୟରେ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି। ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଲସ୍କର-ଏ-ତୈବା କମାଣ୍ଡର ଅବୁ ସୈଫୁଲ୍ଲା ପାକିସ୍ତାନରେ ନିହତ ହୋଇଛି।…

ବହିଷ୍କୃତ ପୁତୁରାକୁ ଦଳର ବଡ଼ ଦାୟିତ୍ୱ ଦେଲେ ମାୟାବତୀ

ଚଳିତବର୍ଷ ଫେବୃଆରୀରେ ବହୁଜନ ସମାଜ ପାର୍ଟିରୁ ବହିଷ୍କୃତ ହୋଇଥିବା ଏବଂ ଏପ୍ରିଲରେ ଦଳକୁ ଫେରିଥିବା ଆକାଶ ଆନନ୍ଦଙ୍କୁ ମାୟାବତୀ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ବିଏସ୍‌ପି ମୁଖ୍ୟଙ୍କ ଘୋଷଣା ଯୋଗୁ ଆକାଶ ଆନନ୍ଦଙ୍କ ପ୍ରତ୍ୟାବର୍ତ୍ତନ ସମସ୍ତଙ୍କୁ ଚକିତ କରିଦେଇଛି। ମାୟାବତୀ ଆକାଶ…

ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା ଆଇଆଇଟି ବମ୍ବେ

ମୁମ୍ବାଇ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଇଆଇଟି ବମ୍ବେର ବଡ଼ ନିଷ୍ପତ୍ତି। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ସଂପର୍କ ଛିନ୍ନ କଲା IIT ବମ୍ବେ। ତୁର୍କୀର ସମସ୍ତ ବିଶ୍ବବିଦ୍ୟାଳୟ ସହ ହୋଇଥିବା ଚୁକ୍ତି ବାତିଲ୍ କଲା। IIT ବମ୍ବେ ତୁର୍କୀ ଶିକ୍ଷାନୁଷ୍ଠାନ ସହିତ…

ଆଜି ଭାରତ-ପାକିସ୍ତାନ ଅସ୍ତ୍ରବିରତିର ଶେଷ ଦିନ, ପୁନର୍ବାର ଡିଜିଏମଓ ସ୍ତରୀୟ ବୈଠକରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ଆଜି ହେଉଛି ଶେଷ ଦିନ। ଆଜି ପୁନର୍ବାର DGMO ସ୍ତରୀୟ ବୈଠକ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୧୪ ମଇରେ ହୋଇଥିବା ଡିଜିଏମଓ ସ୍ତରୀୟ ଆଲୋଚନାରେ ୧୮ ମେ ପର୍ଯ୍ୟନ୍ତ ଅସ୍ତ୍ରବିରତି ବୃଦ୍ଧି ପାଇଁ…

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଲିଛି । ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ…