ଅର୍ଦ୍ଧ ସାମରିକ ବାହିନୀଙ୍କ ଛୁଟି ବାତିଲ; ସେପଟେ, ଭାରତୀୟ ସୀମାବର୍ତ୍ତୀ ଲୋକଙ୍କୁ ବଙ୍କର ଭିତରକୁ ଯିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ପାକିସ୍ତାନ ପଟରୁ ଜାରି ରହିଛି ଗୁଳି ବର୍ଷା । ମଙ୍ଗଳବାର ମଧ୍ୟ ରାତ୍ରୀରେ ଏୟାରଷ୍ଟ୍ରାଇକ୍ ପରେ ଭୟରେ ଥରୁଛି ପାକିସ୍ତାନର ଛାତି । ଯାହା ଫଳରେ ବିକଳ ହୋଇ ଗୁଳି ବର୍ଷା କରି ଚାଲିଛି ।…
