Category: National

ଭାରତୀୟ ସେନା କବ୍ଜାରେ ୨ ପାକିସ୍ତାନୀ ପାଇଲଟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ସହିତ ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ଭାରତୀୟ ସୀମାରେ ଆକ୍ରମଣ କରିବା ପାଇଁ…

ପାକିସ୍ତାନର ୮ ମିସାଇଲକୁ ମାରି ଖସାଇଲା ଭାରତ

ପାକିସ୍ତାନର ୮ ମିସାଇଲକୁ ମାରି ଖସାଇଲା ଭାରତ । S400 ପୋଖରାନରେ ମିସାଇଲ ମାରି ଖସାଇଲା ଭାରତ। ଆରଏସ୍‌ପୁରା, ଅରନିଆରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ । ସତବାରୀ ଏବଂ ସାମ୍ବାରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ। ପାକିସ୍ତାନର ୨ଟି ଫାଇଟର…

IPL 2025: ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ

ଆଇପିଏଲ ସସପେଣ୍ଡ । ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ । ଭାରତ-ପାକିସ୍ଥାନ ଉତ୍ତେଜନା ଭିତରେ ବିସିସିଆଇ ଏହି ବଡ ନିଷ୍ପତ୍ତି ନେଇଛି। ଏହି ଘଟଣା ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ସୁରକ୍ଷା ସମସ୍ୟା…

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ।; ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ।ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରୁହନ୍ତୁ। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଭାରତ…

ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ, ରାଜ୍ୟଗୁଡ଼ିକୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

ପାକିସ୍ତାନ ସହିତ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କ୍ଷେତ୍ରକୁ ପ୍ରବେଶ କରିଛି। ଆଜି ସକାଳେ ଭାରତୀୟ ସେନା ପାକିସ୍ତାନର ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି। ସେହି ସମୟରେ, ପାକିସ୍ତାନ ସୀମାରେ ଥିବା…

ସରିଲା ସର୍ବଦଳୀୟ ବୈଠକ; ରାହୁଲ ଓ କଂଗ୍ରେସ ଅଧ୍ୟକ୍ଷ ସରକାରଙ୍କ ‌ସାଥିରେ

ଅପରେସନ୍‌ ସିନ୍ଦୂରର ପ୍ରଥମ ଆଟାକ୍‌ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତିକ୍ରିୟା । କହିଲେ,ଏଭଳି ସଙ୍କଟ ସମୟରେ ଆମେ ସରକାରଙ୍କ ସହ ଅଛୁ । ରାହୁଲ…

ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌; ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ

ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ । ଏ ନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ । ଅବନ୍ତିପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା,…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ୨ ଗୁରୁତର

ଚାରିଧାମ ଯାତ୍ରାରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା କୁହାଯାଉଛି। ଭକ୍ତମାନଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟରଟି…

ଭାରତର ପୁଣି ଏକ ଆକ୍ରମଣ; ପାକିସ୍ତାନକୁ ଯାଉଥିବା ୨୫ଟି ବିମାନ ରୁଟ୍ କଲା ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି । ଦେଶ ତାର ଏୟାରସ୍ପେସରୁ ପାକିସ୍ତାନକୁ ୨୫ଟି ବିମାନ ରୁଟ୍ ବନ୍ଦ କରିଦେଇଛି । ଏହା ସହିତ, ଅଧିକାରୀମାନେ କହିଛନ୍ତି ଯେ, ବିଦେଶୀ ବିମାନ କମ୍ପାନୀଗୁଡ଼ିକୁ ବିକଳ୍ପ ବିମାନ…

ଅପରେସନ ସିନ୍ଦୂର ପରେ ଭୟଭୀତ ପାକ୍ ସେନାର ଗୁଳିବର୍ଷା, ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଜମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୁଧବାର ଚରମ ସୀମାରେ ପହଞ୍ଚିଛି। । ବାୟୁସେନାର ଏହି ଆକ୍ରମଣ ପରେ ବୁଧବାର ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଭାରତର…