Category: National

ଭାରତ ଆସିବେ ପୁଟିନ; ମୋଦି କରିଥିଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗସ୍ତ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ସୂଚନା ଦେଇଛନ୍ତି। ତେବେ ଋଷିଆ ଅନ୍ତର୍ଜାତୀୟ ବ୍ୟାପାର ପରିଷଦ (ଆରଆଇଏସି)…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ସୂର୍ଯ୍ୟକୁମାର ଯାଦବ

ସୂର୍ଯ୍ୟକୁମାର ଯାଦବ ଆଇପିଏଲ 2025ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ରହିଛି ଏକ ଖୁସି ଖବର । ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025…

ମାର୍ଚ୍ଚ ୩୦ରେ RSS ହେଡକ୍ୱାଟର ଯିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୩୦ରେ ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟାଳୟ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ହେବା ପରେ ୧୧ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ମୋଦି ଆରଏସଏସ ମୁଖ୍ୟାଳୟକୁ ଯିବେ ଏବଂ ସଂଘ…

ଲୋକସଭାରେ ଆଗତ ହେଲା ବଏଲର୍ସ ବିଲ୍ ୨୦୨୪

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଲୋକସଭାରେ ବଏଲର୍ସ ବିଲ୍, ୨୦୨୪ ଆଗତ କରିଛନ୍ତି । ଏହା ମାଧ୍ୟମରେ ବଏଲର୍ସ ଆଇନ, ୧୯୨୩ (୧୯୨୩ ର ୫)ର ବିଲୋପ କରାଯାଇଛି । ଏହି ବିଲ୍ ପୂର୍ବରୁ…

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜାଣନ୍ତୁ କଣ ରହିଛି ପୁରା କାର୍ଯ୍ୟସୂଚୀ

ଆଜି ରାଷ୍ଟ୍ରପତିଙ୍କ ନୟାଗଡ଼ ଗସ୍ତ । କଣ୍ଟିଲୋରେ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବା ପରେ ସ୍ଥାନୀୟ କାଳିଆପଲ୍ଲୀ ଗାଁରେ ଏକ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ନୀଳମାଧବଙ୍କ ମନ୍ଦିରରେ ବ୍ୟାପକ…

ଆଇପିଏଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମ୍ୟାଚ ଦିନ ଗଡ଼ିବ ୨୩ଟି ବସ୍‌ ଏବଂ ମେଟ୍ରୋ

କୋଲକାତା: ଶନିବାର ଠାରୁ ବିଶ୍ୱ କ୍ରିକେଟର ସବୁଠାରୁ ମହଙ୍ଗା ଏବଂ ଅନ୍ୟତମ ଲୋକପ୍ରିୟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଆଇପିଏଲ୍‌ ମ୍ୟାଚ୍‌ ଦେଖିବା ପରେ କ୍ରିକେଟ୍‌ ପ୍ରେମୀମାନେ ଯେମିତି ଘରକୁ ଫେରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ…

ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା

ଭୂବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ…

ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଏସଆଇ ସହିଦ, ଯବାନ ଗୁରୁତର

ବିଶ୍ରା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ପୁଣି ଥରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ସୁରକ୍ଷା ବାହିନୀକୁ କଲେ ଟାର୍ଗେଟ୍‌ । ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସିଆର୍‌ପିଏଫ୍‌ର ଜଣେ ସବ୍ଇନ୍‌ସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି ।ଏଥିସହ ଯବାନ ପାର୍ଥ…

ବାରବାଟୀରେ ଡିସେମ୍ବର ୯ ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ

ଭୂବନେଶ୍ୱର, ୨୩/୦୩ : ଆସନ୍ତା ଡିସେମ୍ବର ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇ ଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ମାସରୁ ଦକ୍ଷୀଣ ଆଫ୍ରିକା ଟିମ ଭାରତ ଭ୍ରମଣରେ…

ଅଲଗା ହେଲେ କ୍ରିକେଟର ଚହଲ ଓ ଧନଶ୍ରୀ ବର୍ମା

ଭୂବନେଶ୍ୱର୨୨/୩ : ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି।…