ପିଓକେ ପାଇଁ ନିର୍ବାଚନ ଘୋଷଣା କଲା ପାକିସ୍ତାନ: ଜାତିସଂଘରେ କଡ଼ା ପ୍ରତିକ୍ରିୟା ଦେଲା ଭାରତ
ନୁଆଦିଲ୍ଲୀ: ଗିଲଗିଟ-ବାଲତିସ୍ତାନ ବିଧାନସଭା ପାଇଁ ନିର୍ବାଚନ କରାଇବା ପାଇଁ ପାକିସ୍ତାନର ଯୋଜନା ଉପରେ ଇସଲାମାବାଦ ନିକଟରେ ଭାରତ ଦୃଢ଼ ପ୍ରତିବାଦ ଦାଖଲ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତ ଜୋର ଦେଇଛି ଯେ ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା…
