Category: National

ରାଜ୍ୟପାଳଙ୍କୁ ଭେଟିଲେ ବିଜୟ

ଚେନ୍ନାଇ: ସସପେନ୍ସ ହେଲା ତାମିଲନାଡୁ ରାଜନୀତି। ସଂଖ୍ୟା ଖେଳକୁ ନେଇ ବଢୁଛି ସସପେନ୍ସ। ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେରକରଙ୍କୁ ଭେଟିଛନ୍ତି ଥାଲାପତି ବିଜୟ । ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି ରାଜ୍ୟପାଳ । ୧୧୮ ବିଧାୟକଙ୍କର ଦସ୍ତଖତ ସହିତ…

ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା। ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳିମାଡ। ଗୁଳିମାଡରେ ଚନ୍ଦ୍ରନାଥ ରଥ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା। ପଶ୍ଚିମବଙ୍ଗର ମଧ୍ୟମଗ୍ରାମରେ ଦୋହାରିଆରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଉପରେ ଗୁଳି ଚାଳନା କରାଯାଇଛି। ଚନ୍ଦ୍ରନାଥ ରଥଙ୍କ ମୁଣ୍ତକୁ ୪ରାଉଣ୍ତ…

ପଶ୍ଚିମବଙ୍ଗ ରାଜନୀତି: ମୁଖ୍ୟମନ୍ତ୍ରୀ ଇସ୍ତଫା ନଦେଲେ କ’ଣ କହୁଛି ସମ୍ବିଧାନ ଓ କିପରି ଗଠନ ହେବ ନୂଆ ସରକାର?

ପଶ୍ଚିମବଙ୍ଗ ରାଜନୀତି: ମୁଖ୍ୟମନ୍ତ୍ରୀ ଇସ୍ତଫା ନଦେଲେ କ’ଣ କହୁଛି ସମ୍ବିଧାନ ଓ କିପରି ଗଠନ ହେବ ନୂଆ ସରକାର? ପଶ୍ଚିମବଙ୍ଗ ରାଜନୀତିରେ ଯଦି ଏପରି ଏକ ସ୍ଥିତି ଉପୁଜେ ଯେଉଁଠାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂଖ୍ୟାଗରିଷ୍ଠତା ହରାଇବା (କିମ୍ବା ନିର୍ବାଚନରେ…

ହରିୟାଣାର KMP ଏକ୍ସପ୍ରେସୱେରେ ଦୁର୍ଘଟଣା, ଚାରି ଜଣ ୟୁପି ପୋଲିସ କର୍ମଚାରୀ ଏବଂ ଡ୍ରାଇଭରଙ୍କ ମୃତ୍ୟୁ

ଗୁରୁଗ୍ରାମ: (୫ ମଇ) ମଙ୍ଗଳବାର ସକାଳେ ହରିୟାଣାର ନୁହ ଜିଲ୍ଲାର କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସୱେରେ ପଞ୍ଜାବକୁ ତଦନ୍ତ ପାଇଁ ଯାଉଥିବା ୪ ଜଣ ଉତ୍ତର ପ୍ରଦେଶ ପୋଲିସ କର୍ମଚାରୀ ଏବଂ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି, ଅଧିକାରୀମାନେ କହିଛନ୍ତି। ଧୂଲାୱତ ଟୋଲ ପ୍ଲାଜା…

୯ରେ ବେଙ୍ଗଲରେ ଶପଥ ଗ୍ରହଣ ସମାରୋହ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗରେ ୯ ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଦିବସରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି । ବେଙ୍ଗଲରେ ପ୍ରଥମଥର…

ମୋହନ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ବିଜେପି ବିଧାୟକ ଦଳ ନେତା ଚୟନ ନେଇ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ…

ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱ ଶର୍ମା!

ଆସାମ, ୪।୫: ଆସାମରେ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି। ଆସାମରେ ବିଜେପିର ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ବିଜୟ ହୋଇଛି । ହିମନ୍ତ ଜାଲୁକବାଡ଼ି ଆସନରୁ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ବିଦିଶା ନିୟୋଗଙ୍କୁ…

ଉପନିର୍ବାଚନରେ ବି ବିଜେପିର ବାଜିମାତ

ନୁଆଦିଲ୍ଲୀ: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସହିତ, କର୍ଣ୍ଣାଟକ, ନାଗାଲାଣ୍ଡ, ତ୍ରିପୁରା, ଗୁଜୁରାଟ ଏବଂ ମହାରାଷ୍ଟ୍ରର ସାତଟି ଆସନରେ ଅନୁଷ୍ଠିତ ଉପନିର୍ବାଚନ ପାଇଁ ଭୋଟ ଗଣତି ଆଜି ହୋଇଛି । ଏହି ଉପନିର୍ବାଚନରେ ​​ବିଜେପି ଚମତ୍କାର ପ୍ରଦର୍ଶନ କରିଛି। ବିଜେପି ଗୁଜୁରାଟର…

ଟିଭିକେକୁ କଂଗ୍ରେସର ସମର୍ଥନ !

ନୁଆଦିଲ୍ଲୀ: ଟିଭିକେ ସହ ହାତ ମିଳାଇ ପାରେ କଂଗ୍ରେସ । ଏଆଇସିସିର ଦୃଷ୍ଟି ଆକର୍ଷଣ କଲା ତାମିଲନାଡୁ କଂଗ୍ରେସ ଶାଖା । ୫ ଆସନ ଜିତିଥିବା କଂଗ୍ରେସ ଟିଭିକେକୁ ସମର୍ଥନ ଦେବା ସମ୍ଭାବନା ରହିଛି । ବହୁମତଠାରୁ ଅଳ୍ପ ଦୂରରେ ରହିଛି…

ପୁଡୁଚେରୀ: ଟ୍ରେଣ୍ଡରେ ବିଜେପି ମେଣ୍ଟ

ପୁଡୁଚେରୀ: ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ମେଣ୍ଟ ୨୨ଟି ଆସନରେ ଦୃଢ଼ ନେତୃତ୍ୱ ନେଉଥିବା ବେଳେ କଂଗ୍ରେସ ମେଣ୍ଟ ୬ଟି ଆସନରେ ଆଗୁଆ ଥିବା ଦେଖାଯାଉଛି। ପୁଡୁଚେରୀର ମୋତିଲାଲ ନେହେରୁ ସରକାରୀ ପଲିଟେକ୍ନିକ୍ କଲେଜରେ ସ୍ଥାପିତ ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା…