Category: Politics

ମୈଥିଲୀ ଠାକୁର ଅଲୀନଗରରୁ ପ୍ରାର୍ଥୀ

ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୨ଜଣ ପ୍ରାର୍ଥୀଙ୍କ ନାମ ରହିଛି। ୧୨ଜଣଙ୍କ ମଧ୍ୟରେ ରହିଛନ୍ତି ବିଜେପିରେ ଯୋଗ ଦେଇଥିବା ମୈଥିଲୀ ଠାକୁର। ତାଙ୍କୁ ଅଲୀନଗରରୁ ପ୍ରାର୍ଥୀ…

ନୂଆପଡା ଉପନିର୍ବାଚନ ପାଇଁ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ଵର: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ଉପନିର୍ବାଚନ ପାଇଁ ପୂର୍ବରୁ ବିଜେପି ଆଉ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ…

ନୂଆପଡ଼ା ଉପନିର୍ବାଚନ: ଦୁର୍ଗମ ଅଞ୍ଚଳରରୁ ଲୋକଙ୍କୁ ନେବା ଆଣିବା କରିବ ହେଲିକପ୍ଟର

ନୁଆପଡ଼ା ଉପନିର୍ବାଚନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର । ଦୁର୍ଗମ ଅଞ୍ଚଳର ୫ଟି ସ୍ଥାନରେ ୮ଟି ବୁଥ୍‌ରେ ବ୍ୟବହାର ହେବ ହେଲିକପ୍ଟର। ଲୋକଙ୍କୁ ନେବା ଆଣିବା ପାଇଁ ବ୍ୟବହାର ହେବ କହିଲେ CEO। ୧୪ କମ୍ପାନୀ CAPF ମଧ୍ୟ ଉପନିର୍ବାଚନ…

ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ ଅପରାଜିତା

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ଅପରାଜିତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।ଅପରାଜିତା କହିଛନ୍ତି, ନବୀନଙ୍କୁ ଭେଟି…

୧୧ ଜଣିଆ ଟିମ୍ ଘୋଷଣା କଲା ବିଜେଡି

ବିଜେଡି ପକ୍ଷରୁ ରାଜ୍ୟ ପଦାଧିକାରୀ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ଜଣେ ଉପସଭାପତି, ୨ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକ ଏବଂ ୩ ଜଣ ସମ୍ପାଦକଙ୍କୁ ମିଶାଇ ମୋଟ୍‌ ୧୧ ଜଣ ନେତାଙ୍କୁ ନିଯୁକ୍ତି ମିଳିଛି। ବରିଷ୍ଠ…

ନୂଆପଡ଼ା ଉପନିର୍ବାଚନ ନେଇ ଆଜି ବିଜେପିର ବୈଠକ — ପ୍ରାର୍ଥୀ ଘୋଷଣା ଶୀଘ୍ର

📰 ନୂଆପଡ଼ା ଉପନିର୍ବାଚନ ନେଇ ଆଜି ବିଜେପିର ବୈଠକ — ପ୍ରାର୍ଥୀ ଘୋଷଣା ଶୀଘ୍ର ଭୁବନେଶ୍ୱର, ୮/୯ ଅକ୍ଟୋବର (ଜାଗ୍ରତ ଭାରତ ନ୍ୟୁଜ୍):ନୂଆପଡ଼ା ଉନିର୍ବାଚନକୁ ନେଇ ଓଡିଶା ବିଜେପି ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅୟୋଜନ କରିଛି। ଏହି ବୈଠକରେ ପ୍ରାର୍ଥୀ ଚୟନ,…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ ଅସୁସ୍ଥ

ବିଗିଡ଼ିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ସ୍ୱାସ୍ଥ୍ୟାବସ୍ଥା । ସଂକ୍ରମଣ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ମଣିପାଳ ହସ୍ପିଟାଲ ଏକ ବିବୃତ୍ତିରେ କହିଛି ଯେ, “ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡାଙ୍କୁ ସଂକ୍ରମଣ ଯୋଗୁଁ ପୁରୁଣା ବିମାନବନ୍ଦର ରୋଡ୍…

ବିଜେଡି ଗଠନ କଲା ନୂଆ ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମ୍

ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମକୁ ନବୀକରଣ କରିଛି। ଏଥିରେ ପୁରୁଣା ଲୋକଙ୍କୁ ବାହାର କରି ନୂଆ ନେତାଙ୍କୁ ସ୍ଥାନିତ କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ.. ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

‘ଯେଉଁମାନେ ଭାରତ-ପାକିସ୍ତାନ ମ୍ୟାଚ ଦେଖିଛନ୍ତି ସେମାନେ ଦେଶଦ୍ରୋହୀ’ -ଉଦ୍ଧବ ଠାକରେ

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି । ଦୁବାଇରେ ଅନୁଷ୍ଠିତ ହୋଇଥିବା ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚକୁ ନେଇ ସେ ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ଏହି ମ୍ୟାଚ୍ ଦେଖିଛନ୍ତି ସେମାନେ ଦେଶଦ୍ରୋହୀ।…

ଟିଭିକେ ମୁଖ୍ୟଙ୍କ ରାଲି ବେଳେ ଦଳାଚକଟା; ବିଜୟଙ୍କ ନାଁରେ ସାଂଘାତିକ ଅଭିଯୋଗ

ତାମିଲନାଡୁର କରୁରରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଛନ୍ତି। ଅଭିନେତା ଏବଂ ଟିଭିକେ ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ ରାଲି ସମୟରେ ଏହି ଘଟଣା ଘଟିଥିଲା। ଏଫଆଇଆରରେ, ପୋଲିସ ବିଜୟଙ୍କ ଉପରେ ‘ଜାଣିଶୁଣି ଶକ୍ତି…