Category: Politics

ଉପନିର୍ବାଚନ ଫଳାଫଳ: ୱାୟନାଡରେ ପ୍ରିୟଙ୍କା, ୟୁପିରେ ବିଜେପି ଆଗୁଆ

ୱାୟନାଡ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ସହ ୧୫ଟି ରାଜ୍ୟର ୪୬ଟି ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ଭୋଟିଂ ଗଣତି ଚାଲିଛି। ପ୍ରିୟଙ୍କା ଗାନ୍ଧୀ ୩.୫ ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଗରେ ରହିଛନ୍ତି।…

ଉତ୍ତରପ୍ରଦେଶ ଉପନିର୍ବାଚନ: ୭ଟି ଆସନରେ ଆଗୁଆ ଅଛି ବିଜେପି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଖାଲି ପଡ଼ିଥିବା ୯ଟି ଆସନ ପାଇଁ ୨୦ ନଭେମ୍ବରରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଅର୍ଥାତ୍ ୨୩ ନଭେମ୍ବରରେ ଆସିବ ଫଳାଫଳ । ଏନେଇ ସକାଳ ୮ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି, ଫଳାଫଳ…

ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: ବିଏନଏସ ଜାଗୃତିକରଣ କାର୍ଯ୍ୟକ୍ରମରେ ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । କହିଲେ, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କରେ ସୀମିତ ରହିଛି ।…

ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ, ୦୬/୧୧: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବାକୁ ଯାଉଛନ୍ତି ଏବଂ ଆମେରିକା ନିର୍ବାଚନରେ ତାଙ୍କ ଡେମୋକ୍ରାଟିକ୍ ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସଙ୍କୁ ପଛରେ ପକାଇ ନିର୍ବାଚନ ଜିତିଛନ୍ତି ଏବଂ ଆମେରିକାର ୪୭ତମ…

ବିଜେପିରେ ମିଶିବେ ବିଜେଡ଼ିର ୨୭ ବିଧାୟକ: ସରୋଜ ପାଢ଼ୀ

ବନେଶ୍ବର: ରହୟରେ ଚାଲିଛି ବିଜେପି ଓ ବିଜେଡିର ବାକଯୁଦ୍ଧ। ନେତାମାନେ ଦଳର ନେତୃତ୍ବକୁ ନେଇ ବୟାନବାଜୀ କରୁଥିବାର ଦେଖିବାକୁ ମିଳୁଛି। ଆଜି ଦଳ ବଦଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।ସେ କହିଛନ୍ତି, ବିଜେପିରେ ମିଶିବା ପାଇଁ…

କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି: ଆଜି ପଡିବ ଭୋଟ

ନୂଆଦିଲ୍ଲୀ: କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି? ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ? ନା ବାଜି ମାରିନେବେ ଭାରତୀୟ ବଂଶଦ୍ଭବ କମଲା ହାରିସ। ସେ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ…

ଇସ୍ରାଏଲ-ଆମେରିକାକୁ ଖୋଲା ଧମକ ଦେଲେ ଖାମେନେଇ

ଆକ୍ସନ ମୁଡ୍‌ରେ ଇରାନର ସର୍ବୋଚ୍ଚ ନେତା। ଶନିବାର ଇରାନ ଓ ଏହାର ସହଯୋଗୀଙ୍କ ଉପରେ ହମଲାକୁ ନେଇ ଇସ୍ରାଏଲ ତଥା ଆମେରିକାକୁ କଡ଼ା ଜବାବ ଦେବାକୁ ଧମକ ଦେଇଛନ୍ତି ଅୟାତୁଲ୍ଲା ଅଲୀ ଖାମେନେଇ। ଯେଉଁମାନେ ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆକ୍ରମଣ…

ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା

ପ୍ରକଳ୍ପ ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପାଳଲହଡ଼ା:-▪️କାର୍ଯ୍ୟ କରିଥିଲେ ନବୀନ ସରକାର , ଉଦଘାଟନ କରିବାକୁ ଆସିଥିଲେ ମହୋନ ସରକାର ଙ୍କ ମନ୍ତ୍ରୀ…….▪️ ନ ଥିଲା କୌଣସି ବିଜେଡି ନେତା ଙ୍କ ନାଁ ରାଗିଲେ ପଞ୍ଚାୟତ ସମିତି…

କାହିଁକି ନିର୍ବାଚନ ହାରିଲା ବିଜେଡି କାରଣ କହିଲେ ପଦ୍ମନାଭ

ଆଉ ବୁଲ ମାନୁନି ବିଜେଡି ନେତାଙ୍କ ବୟାନ । ଜଣେ ପରେ ଜଣେ ଖୋଲୁଛନ୍ତି ଗୁମର । ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍‌ ଥିବା ବିଜୁ ଜନତା ଦଳର ନେତା ଏବେ ନିଜର ଅସନ୍ତୋଷ ଝାଡ଼ୁଛନ୍ତି। ସଭାମଞ୍ଚ ହେଉ ଅବା…

ଜିନ୍ଦଲ ଷ୍ଟିଲ କାରଖାନା ବ୍ଲାଷ୍ଟ ଘଟଣାକୁ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛି ଜିଲ୍ଲା ବିଜେଡି

ଜିନ୍ଦଲ ଷ୍ଟିଲ କାରଖାନା ବ୍ଲାଷ୍ଟ ଘଟଣାକୁ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛି ଜିଲ୍ଲା ବିଜେଡି ଜନସାଧାରଣ ଙ୍କୁ ଅନ୍ଧାରରେ ନ ରଖି ସ୍ପଷ୍ଟୀକରଣ ପାଇଁ ଦାବି ଅନୁଗୋଳ, 19/10 – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ କାରଖାନା…