ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ପିକପ୍ ଭ୍ୟାନ
ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ପିକପ୍ ଭ୍ୟାନ ବଡ଼ବିଲ:କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ତଥା ବଡ଼ବିଲ ସଂଲଗ୍ନ ବଲାଣି ଥାନା ଅନ୍ତର୍ଗତ ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏକ ବିଲାତି ବୋଝେଇ ପିକଅପ ଗାଡ଼ି। ଯାହାକି ସୂଚନା ରହିଛି…
ଦୂରଦର୍ଶନର ଲୋକପ୍ରିୟ ଆଙ୍କର ସରଳା ମାହେଶ୍ବରୀଙ୍କ ନିଧନ
ଦୁରଦର୍ଶନର ଲୋକପ୍ରିୟ ଖବର ପାଠିକା ସରଳା ମାହେଶ୍ୱରୀଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ଟିଭି ସାମ୍ବାଦିକତାର ଏକ ସ୍ବର୍ଣ୍ଣିମ ଯୁଗର ଅନ୍ତ ବୋଲି ପ୍ରଶଂସକ କହିଛନ୍ତି। ଅଖିଳ ଭାରତୀୟ ମହିଳା କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ସରଳାଙ୍କୁ ମନେ ପକାଇଛି।ପୋଷ୍ଟରେ ଲେଖାଯାଇଛି,…
ଲୋକସଭାରେ ପାରିତ ହେଲା ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍୨୦୨୬
ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍-୨୦୨୬ ଲୋକସଭାରେ ପାରିତ ହୋଇଛି । ଟ୍ରେଡ୍ ୟୁନିୟନ୍ ଆଇନ-୧୯୨୬, ଶିଲ୍ପ ନିଯୁକ୍ତି ସ୍ଥାୟୀ ଆଦେଶ ଆଇନ-୧୯୪୬ ଏବଂ ଶିଳ୍ପ ବିବାଦ ଆଇନ – ୧୯୪୭କୁ ଏକିକୃତ କରାଯାଇ ପ୍ରସ୍ତୁତ ଶିଳ୍ପ ସମ୍ପର୍କ ସଂହିତା-୨୦୨୦ର କାର୍ଯ୍ୟକାରିତାକୁ…
ଦେଶର ଭିତ୍ତିଭୂମି କ୍ଷେତ୍ର ବିକାଶ ଲାଗି ସରକାର ଗ୍ରହଣ କରୁଛନ୍ତି ତ୍ୱରିତ ପଦକ୍ଷେପ; ଅର୍ଥମନ୍ତ୍ରୀ
ଲୋକସଭାରେ ଆଜି କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପରେ ଆଲୋଚନା ଜାରି ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନାରେ ଭାଗ ନେଇ କହିଛନ୍ତି, ଦେଶରେ ଭିତ୍ତିଭୂମି କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ…
ମୁମ୍ବାଇର ନୂଆ ମେୟର ଭାବେ ରିତୁ ତାୱଡେ ନିନ୍ଦ୍ୱନ୍ଦରେ ନିର୍ବାଚିତ
ବିଏମସି ନିର୍ବାଚନ ଫଳାଫଳ ପରେ ସମସ୍ତଙ୍କ ନଜର ମୁମ୍ବାଇ ମେୟରଙ୍କ ପଦବୀ ଉପରେ ରହିଥିଲା । କିଏ ଏହି ଆସନରେ ବସିବ ଚର୍ଚ୍ଚା ଲାଗି ରହିଥିଲା । ବିଜେପିର ବିଜୟ ପରେ ସେମାନଙ୍କ ଦଳରୁ ଜଣେ ମେୟର ହେବେ ବୋଲି ଘୋଷଣା…
ବନ୍ଦେ ମାତରମ୍” ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି, ସମ୍ମାନ ଜଣାଇ ଠିଆ ହେବା ହେବ ବାଧ୍ୟତାମୂଳକ
କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍” ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ସରକାରୀ ସ୍କୁଲ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ ବାଜିବ। ଏହି ସମୟ…
ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ହିଲପାଟଣା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସରୋଜ ସାବତଙ୍କ ସଭାପତିତ୍ୱରେ ସମର୍ପଣ ଦିବସ ପାଳିତ
ବ୍ରହ୍ମପୁର, ୧୧/୨ : ମହାନ ଚିନ୍ତାନାୟକ ତଥା ଏକାତ୍ମମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଆଜି ପୁଣ୍ୟତିଥିକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମଗ୍ର ଦେଶରେ ଏହାକୁ ସମର୍ପଣ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ…
