ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ, ୨୭/୦୧ : ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶନ । ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିବେ ସରକାର ।ଅଧିବେଶନର ଏଜେଣ୍ଡା ସଂପର୍କରେ ମଧ୍ୟ ଆଲୋଚନା ହେବ…
ଅନୁଗୋଳରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ଅନୁଗୋଳ ୨୬.୧ :- ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଆଜି ସୋମବାର ପୋଲିସ ଟ୍ରେନିଂ କଲେଜ ପଡିଆ ଠାରେ ପାଳନ ହୋଇଯାଇଅଛି। ଏହି ସମାରୋହରେ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମୁଖ୍ୟଅତିଥି ଭାବେ…
ଓଡ଼ିଶା ପାଇଁ ନୁଆ ରାଜନୈତିକ ଦଳ ଗଠନ କରିବେ ମୋକିମ
ଭୁବନେଶ୍ବର – ନୂଆ ଦଳ ଗଠନକୁ ନେଇ ମହମ୍ମଦ ମୋକିମ୍ ଙ୍କ ସୂଚନା । ଗତ କିଛି ଦିନ ହେବ ତାଙ୍କ ନୂଆ ଦଳ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେ ବଡ଼ ଖୁଲାସା କରିଛନ୍ତି । ଓଡ଼ିଶା…
ନିର୍ବାଚନ ପୂର୍ବରୁ ଚରମ ସୀମାରେ ରାଜନୈତିକ ହିଂସା; ଟିଏମ୍ସି-ବିଜେପି କର୍ମୀ ମୁହାଁମୁହିଁ, ମଞ୍ଚରେ ଲଗାଇଲେ ନିଆଁ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି। ରବିବାର ସନ୍ଧ୍ୟାରେ କୋଲକାତାର ସାଖେରବଜାର ଏବଂ ବେହାଲା ପଶ୍ଚିମ ଅଞ୍ଚଳରେ ଭାଜପା ଏବଂ ତୃଣମୂଳ କଂଗ୍ରେସ (TMC) କର୍ମୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ସଂଘର୍ଷ ଯୋଗୁଁ…
ଛତିଶଗଡ଼ ସୀମାନ୍ତ ବିଜାପୁରରେ ଆଇଇଡି ବିସ୍ଫୋରଣ:୧୧ ସୁରକ୍ଷାକର୍ମୀ ଆହତ
ବିଜାପୁରରେ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ଦିନ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡ ବିଜାପୁର ଜିଲ୍ଲାର କାରେଗୁଟ୍ଟା ପାହାଡର ଜଙ୍ଗଲରେ ସିରିଜ୍ ଆଇଇଡି ବିସ୍ଫୋରଣ ହୋଇଥିଲା…
ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ନୀତିନ ନବୀନ
ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଙ୍ଗଳବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ସେ ଜାନୁଆରି ୨୭ ଏବଂ ୨୮ ତାରିଖରେ ଦୁର୍ଗାପୁର ଏବଂ ଆସାନସୋଲ ଗସ୍ତ କରିବେ। ଦଳର ଜାତୀୟ ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର…
ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଗୌରବର ପ୍ରତୀକ ଏହି ମହାନ ଜାତୀୟ ପର୍ବ’
ଭାରତ ଆଜି ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ସମଗ୍ର ଦେଶ ତ୍ରିରଙ୍ଗା ରଙ୍ଗରେ ଝଲସୁଛି। ରାଜଧାନୀ ଦିଲ୍ଲୀର କାର୍ତ୍ତବ୍ୟ ପଥରେ ଆଜି ପରେଡ୍ ପାଇଁ ମହାନ ପ୍ରସ୍ତୁତି କରାଯାଇଛି। ଆଜି ଗଣତନ୍ତ୍ର ଦିବସ ପରେଡ୍ରେ ଦେଶର ସାହସିକତା ଭୂମିରୁ…
ଦେଶବାସୀଙ୍କୁ ସମ୍ବେୋଧନ କଲେ ରାଷ୍ଟ୍ରପତି
୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼ ଗଣତନ୍ତ୍ରର…
