‘ବ୍ୟାବସାୟିକ ଜୈବ ପିଚୁ ଉତ୍ପାଦନ କରିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ହେଲା ଭାରତ’
ବ୍ୟବସାୟିକ ଭାବେ ଜୈବ ବିଟୁମେନ୍ ବା ଜୈବ ପିଜୁ ଉତ୍ପାଦନ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ବୋଲି ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି । ଆଜି ନୂଆଦିଲ୍ଲୀରେ ସି.ଏସ୍.ଆଇ.ଆର୍. ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର…
