ପବିତ୍ର ଶ୍ରାବଣର ପ୍ରଥମ ପାଳିରେ ଶ୍ରୀ ଶ୍ରୀ କୁଣ୍ଡେଶ୍ୱର ମହାଦେବ ପୀଠରେ ଭକ୍ତଙ୍କ ଅପାର ସମାଗମ, ହର୍ଷୋଲ୍ଲାସରେ ଜଳାଭିଷେକ ଓ ଗୁଆ କଳସୀ ପୂଜା
ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ପାଳିରେ ବହୁତୁ ସଧାଳୁ ଆସିଥିଲେ ଶ୍ରୀ ଶ୍ରୀ କୁଣ୍ଡେଶ୍ୱର ମହାଦେବ ଙ୍କ ମନ୍ଦିର ରେ ଅନ୍ତି ସୁନ୍ଦର ଭାବରେ ଭକ୍ତ ମାନେ ଦର୍ଶନ କଲେ ବୁଲ ବମ ପିଲା ମାନେ ଜଳାଅଭିଷେକ୍ଷ କଲେ ଗୁଆ…
