ଦୁର୍ବୃତ ଙ୍କ ଦ୍ୱାରା ଜଙ୍ଗଲି ଜୀବଜନ୍ତୁ ଙ୍କୁ ମାରିବା ପାଇଁ ପ୍ରୟାସ
ଜେ ବି ଏନ୍, ୧୪/୧୨/୨୦୨୦,(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତ କାଠପାଳ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।ସବୁ ଦିନ ପରି ଆଜି ମଧ୍ୟ ନିଜ ଗୃହ ପାଳିତ ଗାଈ,ଛେଳି ଚରାଇବା ପାଇ…
