ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ଦାୟିତ୍ବ
ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ଦାୟିତ୍ୱ ଦେଲା ବିଜେପି । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକ୍ସନ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି । ଭୂପେନ୍ଦ୍ର ଯାଦବ ହେଲେ ପଶ୍ଚିମବଙ୍ଗ…
