Category: Bihar

ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ ହୋଇଛି ।ସୂଚନା ଅନୁଯାୟୀ ୧୬ ବର୍ଷୀୟ ନାବାଳିକାଙ୍କୁ ଇଂସ୍ତାଗ୍ରାମ ମାଧ୍ୟମରେ କେନ୍ଧୁଝର ଜିଲ୍ଲାର ଟେଲକୋଈ ଅଞ୍ଚଳର ଯୁବକ ପିଣ୍ଟୁ ମୁଖୀ (୨୩)ପ୍ରେମ କରିଥିଲେ। ନାବାଳିକାଙ୍କ…

ନାବାଳିକାକୁ ଅପହରଣ କରି ନାବାଳକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଗତ ମାସରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମ କରି ଅପହରଣ କରି ରଖିଥିବା ଅଭିଯୋଗରେ ନାବାଳକ ଗିରଫ ହୋଇଛି।ସୂଚନା ଅନୁଯାୟୀ ୧୭ ବର୍ଷୀୟ ନାବାଳକ ପ୍ରେମ କରି ଫୁଶୁଳେଇ ଜଣେ…

ଚାରି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ ନିମ୍ନ ମଜୁରୀ ନାଁରେ ଶ୍ରମିକ ମାନଙ୍କ ସହିତ ଦୀର୍ଘ ଦିନ ଧରି କେବଳ ଚାଳନା ହୋଇ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀ କୁ କଲେ ଅଣଦେଖା

ଅନୁଗୋଳ ସହରର ହେମସୁରପଡ଼ା ଦୁର୍ଗା ମଣ୍ଡପ ପାଖରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୋଟିଏ ପ୍ରତିମୂର୍ତ୍ତି ଅଛି। ତେଣୁ ଗତ କାଲି ବିଜୁଟ୍ଟନାୟକ ଙ୍କର ୨୬ ତମ ତିରୋଧାନ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ କରା ଯାଇଥିଲା। କିନ୍ତୁ ଅନୁଗୋଳ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଅନୁଗୁଳ ଏନର୍ଜି ପକ୍ଷରୁ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ଉପସ୍ଥିତିରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ଓ ଟାଟା ଷ୍ଟିଲ୍‌ର ଅନ୍ୟତମ ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ( ଏଇଏଲ୍ ) ପକ୍ଷରୁ ମକ୍ ଡ୍ରିଲ୍ ଓ…

ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଅନୁଗୋଳ ଉପଜିଲ୍ଲାପାଳ ବାଇଦୁର ଦୀପ ନେତୃତ୍ଵରେ ଆଜି ଏକ ମଲ୍ଟି ସ୍କ୍ୱାର୍ଡ ଗଠନ କରାଯାଇ ଥିଲା। ରାସ୍ତାରେ ବେଆଇନ ପାର୍କିଂ, ଟ୍ରାଫିକ୍ ସମସ୍ୟା ପେଟ୍ରୋଲ ପମ୍ପ,…

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ରାଜପଥ ଅବରୋଧ ।

ଢେଙ୍କାନାଳ କଲେଜ ବାଇପାସ୍ ଛକ ୫୫ନମ୍ବର ଜାତୀୟ ରାଜପଥ ଅବରୋଧକୁ ଆଜି,ସାଂସଦଙ୍କ ଦ୍ଵାରା ୧ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି। ଜାତୀୟ ରାଜପଥର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ଏହାର…

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତ୍ତର ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ଅଧିନସ୍ତ ତଥା ବଡ଼ବିଲ ଥାନା ଅର୍ନ୍ତଗତ ଭଦ୍ରାସାହି ଝାଡଗାଁ ନିକଟରେ ଏକ ମର୍ମଦୁନ୍ତ ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆଜି ରାତ୍ରୀ ପ୍ରାୟ ୮.୩୦ମିନିଟ୍ ସମୟରେ ୫୨୦ନମ୍ବର ରାଜପଥ ରେ…

ଅପ୍ରେଲ ୧୭ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପାଠପଢ଼ା ହେବ ସକାଳ ୬.୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ

ଭୁବନେଶ୍ୱର ( ୧୫ / ୦୪ / ୨୦୨୩) ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ଅପ୍ରେଲ ୧୭ରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖ୍ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ , ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ଵାଦଶ…

ବଜରଙ୍ଗ ଦଳପକ୍ଷରୁ ଜୟ ଶ୍ରୀ ରାମ ଶୋଭାଯାତ୍ରା ।

କଟକ ଚୌଦ୍ୱାର ବଜରଙ୍ଗ ଦଳପକ୍ଷରୁ ଚୌଦ୍ୱାର ଅଂଚଳରେ ପବିତ୍ର ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀ ଅବସରରେ ରାମ ନାମରେ ସାରା ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ରାମମୟ ପରିବେଶ ସୃଷ୍ଟି ହୋଇଥିଲା। ବଜାରଙ୍ଗୀ ମାନେ ପଦଯାତ୍ରା…