ବାରହା ମାଂସ ସହ ମାରଣାସ୍ତ୍ର ଜବତ କଲା ବନ ବିଭାଗ
ଅନୁଗୋଳ – ଶିକାର ବିରୋଧୀ ଅଭିଯାନ (ଅଧକ୍ଷ୍ୟ ଶିକାର କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳତା)03 ଫେବୃଆରୀ 2026 ଦିନ ପ୍ରାୟ 02:40 ସମୟରେ, ବିଶ୍ୱସ୍ତ ଗୋପନୀୟ ସୂଚନା ଆଧାରରେ ଛେଣ୍ଡିପଦା ରେଞ୍ଜ ଅନ୍ତର୍ଗତ ପାତ୍ରପଡ଼ା, ତଲମଣ୍ଡଳୀ ସାହିରେ ଏକ ଜିବେଦୟା ଅଭିଯାନ…
