“ଓଲିଉଡରେ ରଚାହେବ ନୂଆ ଇତିହାସ! ଜଣେ ସାଧାରଣ କଳାକାରର ଅସାଧାରଣ କାହାଣୀ।” “କିଏ ଏହି ‘ଚନ୍ଦନ’? ଜାଣନ୍ତୁ ‘ଲକ୍ଷପଥ – The Life of an Artist’ ର ସମ୍ପୂର୍ଣ୍ଣ କାହାଣୀ।”
ଓଲିଉଡ୍ ଦୁନିଆରୁ ଆସିଛି ଏକ ବଡ଼ ଖବର। ଜଣେ କଳାକାରର ଜୀବନ, ତା’ର ସଂଘର୍ଷ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଜିଦ୍କୁ ନେଇ ନିର୍ମାଣ ହୋଇଛି ଏକ ନିଆରା ଚଳଚ୍ଚିତ୍ର।ଯାହାର ନାମ ହେଉଛି ‘ଲକ୍ଷପଥ – The Life of an Artist’।…
