ଶ୍ୟାମାଚରଣପୁରରେ ନୂତନ ଯୋଗ କେନ୍ଦ୍ର ଉଦ୍ଘାଟନ, ଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା
ଢେଙ୍କାନାଳ ତା୩୦.୦୮.୨୦୨୬ ରିଖ ରବିବାର ଦିନ ଭାରତୀୟ ଯୋଗ ସଂସ୍ଥାନ କପିଳାସ ଯୋଗ ଜିଲ୍ଲା ଶାମା ଚରଣ ପୁର ସ୍ଥିତ ଶିରିଡ଼ି ସାଈ ମନ୍ଦିର ପରିସରରେ ଏକ ନୂତନ ଯୋଗ କେନ୍ଦ୍ର, ସାଈଶ୍ରିକ୍ଷେତ୍ର ଯୋଗ କେନ୍ଦ୍ର ନାମରେ ଉଦଘାଟନ ହୋଇ ଯାଇଅଛି…
