ତ୍ରିରଙ୍ଗାର ଗୌରବରେ ଉତ୍ସବମୁଖର ଢେଙ୍କାନାଳ
ତ୍ରିରଙ୍ଗାର ଗୌରବରେ ଉତ୍ସବମୁଖର ଢେଙ୍କାନାଳ ଢେଙ୍କାନାଳ : ୧୦/୦୮-ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ଆଜି ଉତ୍ସବମୁଖର ହୋଇଉଠିଥିଲା ଢେଙ୍କାନାଳ ସହର। ‘ହର ଘର ତିରଙ୍ଗା’ ଅଭିଯାନର ଅଂଶସ୍ୱରୂପ ଢେଙ୍କାନାଳରେ ଆୟୋଜିତ ଏକ ବିଶାଳ ତିରଙ୍ଗା ରାଲିରେ…
