Category: ଢେଙ୍କାନାଳ

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ ଓ ସୁନା ବେଶରେ ଦର୍ଶନ ଦେଲେ ମା

କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏପ୍ରିଲ ୯ ତାରିଖରୁ ୧୫ତାରିଖ ପଯ୍ୟନ୍ତ ୭ ଦିନ ଧରି ଚାଲିବ ମା ତାରିଣୀଙ୍କ ଏହି ଚଇତି ପର୍ବ।୧୯୩୭ ମସିହାରୁ…

ମା ଅନ୍ଧାରି ଙ୍କ ଚଇତି ପର୍ବ ଆରମ୍ଭ ଓ ସୁନା ବେଶରେ ଦର୍ଶନ ଦେଲେ ମା

କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ଅନ୍ଧାରି ଙ୍କ ରାଜନଗର ଠାରେ ଆଜି ଠାରୁ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି। ଏପ୍ରିଲ ୧୪ତାରିଖରୁ ୧୬ତାରିଖ ପଯ୍ୟନ୍ତ ତିନି ଦିନ ଧରି ଚାଲିବ ମା ଅନ୍ଧାରି ଙ୍କ ଏହି ଚଇତି…

ସମ୍ବଲପୁର ରାଲି ଗଣ୍ଡଗୋଳ ଘଟଣା ପ୍ରତିବାଦକୁ ନେଇ ଦେବସେନା ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

(୧୫/୦୪/୨୦୨୩) ଢ଼େଙ୍କାନାଳ : ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ସମ୍ବଲପୁର ସହରରେ ଆଧ୍ୟାତ୍ମିକ ବାତାବରଣ ଓ ଉଦ୍ଦୀପନା ହର୍ଷ ଉଲ୍ଲାସରେ ଚିରଞ୍ଜିବୀ ରାମ ଭକ୍ତ ଆଞ୍ଜେନେୟ ‘‘ହନୁମାନ’’ଜୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ଦେବସେନା ଓ ବଜରଙ୍ଗ ଦଳର ସମର୍ପିତ ଭାଇ…

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ନବବର୍ଷ ପାଳିତ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ନବବର୍ଷ ପାଳିତ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ନେଇ ଓଡ଼ାପଡ଼ା ବ୍ଲକର ୨୮ଟି ପଞ୍ଚାୟତର ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ମେରାମଣ୍ଡଳୀ, ଏପ୍ରିଲ 14, 2023- ଟାଟା ଷ୍ଟିଲ ମେରାମାଣ୍ଡଳି…

ମା ତାରିଣୀଙ୍କ ପିଠରେ ପଣା ସଂକ୍ରାନ୍ତି ପର୍ବ ପାଳିତ

ମା ତାରିଣୀଙ୍କ ପିଠରେ ପଣା ସଂକ୍ରାନ୍ତି ପର୍ବ ପାଳିତ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାଁ ତାରିଣୀଙ୍କ ପିଠରେ ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଭୋଗ ,…

ଆଜି ପଣା ସଂକ୍ରାନ୍ତି ଥିବାରୁ ବୃନ୍ଦାବତୀଙ୍କ ମୂଳରେ ବସୁନ୍ଧରା ଟଙ୍ଗା ହୋଇଛି

ଆଜି ପଣା ସଂକ୍ରାନ୍ତି ଥିବାରୁ ବୃନ୍ଦାବତୀଙ୍କ ମୂଳରେ ବସୁନ୍ଧରା ଟଙ୍ଗା ହୋଇଛି ଆଜି ପଣା ସଂକ୍ରାନ୍ତି ଥିବାରୁ ଘରମାନଙ୍କରେ ବୃନ୍ଦାବତୀଙ୍କ ମୂଳରେ ଛାମୁଡିଆ କରାଯାଇ ବସୁନ୍ଧରା ଟଙ୍ଗା ଯାଇଥିଲା। ପଣା ସଂକ୍ରାନ୍ତି ଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବସୁନ୍ଧରା ଟଙ୍ଗା…

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି

ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ପଣା ସଂକ୍ରାନ୍ତି ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ…

ସମ୍ବିଧାନ ପ୍ରଣେତା ଡ. ବି.ଆର. ଆମ୍ବେଦକର ଏବଂ ସମର କବି ବ୍ରଜନାଥ ବଡଜେନାଙ୍କ ଜୟନ୍ତୀ ପାଳିତ

ସମ୍ବିଧାନ ପ୍ରଣେତା ଡ. ବି.ଆର. ଆମ୍ବେଦକର ଏବଂ ସମର କବି ବ୍ରଜନାଥ ବଡଜେନାଙ୍କ ଜୟନ୍ତୀ ପାଳିତ ଢେଙ୍କାନାଳ, ତା. ୧୪.୦୪, ୨୦୨୩ – ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଭାରତ ରନ୍ ଡ. ବି. ଆର.…

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ ଆଜି ଢେଙ୍କାନାଳ ମହାବୀର ବଜାର ଠାରେ ଆନନ୍ଦ ବଜାର ମା କାମନା କାଳୀଙ୍କ ଦଣ୍ଡ ନୃତ୍ୟ ତରଫରୁ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଭାତ ଫେରି, ଦଣ୍ଡ ନୃତ୍ୟ ବନ୍ଦନା,ହାଡ଼ି ହାଡିଆଣୀ, ଶିବ ପାର୍ବତୀ, ଓ…

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ। ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମା କାମନାକାଳୀଙ୍କ ପିଠରେ ମେରୁ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମାଙ୍କ ନିତି କାନ୍ତି ପାଳନ ପରେ ମଧ୍ୟାହ୍ନ ସମୟରେ ମା’ଙ୍କୁ…