ଦୁର୍ଗା ବଜାରସ୍ଥିତ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା ଉପଲକ୍ଷେ କଳସଯାତ୍ରା
ଦୁର୍ଗା ବଜାରସ୍ଥିତ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା ଉପଲକ୍ଷେ କଳସଯାତ୍ରା ଢେଙ୍କାନାଳ ଦୂର୍ଗାବଜାରସ୍ଥିତ ଆଜି ମା’ଙ୍କର ମହା ସପ୍ତମୀ ପୂଜା ଉପଲକ୍ଷେ ଭାଗିରଥୀ ସାଗର କୂଳରୁ ପୂଜାର୍ଚ୍ଚନା କରାଯାଇ ବାଦ୍ୟ, ମା’ ସନ୍ତୋଷୀ କୀର୍ତନମଣ୍ଡଳୀ ଦ୍ୱାରା ସଂକୀର୍ତନ ପୂର୍ବକ ସହର ପରିକ୍ରମା…
