ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତ୍ତି: ୧.୧୦ ଲକ୍ଷ କୋଟିର ସାମରିକ ସାମଗ୍ରୀ କ୍ରୟକୁ ମଞ୍ଜୁରୀ
ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତ୍ତି: ୧.୧୦ ଲକ୍ଷ କୋଟିର ସାମରିକ ସାମଗ୍ରୀ କ୍ରୟକୁ ମଞ୍ଜୁରୀ ତିନି ସେନାର କ୍ଷମତା ବଢ଼ାଇବାକୁ DACର ଅନୁମୋଦନ; ୯୮% କ୍ରୟ ହେବ ଦେଶୀୟ ଶିଳ୍ପରୁ ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀର ଯୁଦ୍ଧକ୍ଷମତା ଓ ଆଧୁନିକୀକରଣକୁ ଆହୁରି…
