Category: ନୂଆଦିଲ୍ଲୀ

ଜୋରଜବରଦସ୍ତି ହଷ୍ଟେଲରେ ପଶିବା ପଡ଼ିଲା ମହଙ୍ଗା; ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ

ଦରଭଙ୍ଗା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ୨ଟି ମାମଲା । ଆମ୍ବେଦକର ଛାତ୍ରାବାସରେ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିବା ସତ୍ତ୍ବେ ରାହୁଲ ଗାନ୍ଧୀ ଜୋରଜବରଦସ୍ତି ହଷ୍ଟେଲର ପଛଦ୍ବାର ଦେଇ ହ‌ଷ୍ଟେଲ…

ଜେଏନୟୁ ପରେ ଜାମିଆ; ତୁର୍କୀ ସହ ଏମଓୟୁ ବାତିଲ୍‌

ନୂଆଦିଲ୍ଲୀ: ଗୁରୁବାର ତୁର୍କୀ ସହ ସମ୍ପର୍କ ତୁଟାଇଛି ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟ । ଜାମିଆ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁର୍କୀ ସରକାରଙ୍କ ସହିତ ଜଡିତ ଶୈକ୍ଷିକ ବୁଝାମଣାପତ୍ର ସ୍ଥଗିତ କରିଛି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଜାମିଆ…

ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଲା ଆଫଗାନିସ୍ତାନ, ଜୟଶଙ୍କରଙ୍କ ସହ ହେଲା ସିଧା ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନର ସମ୍ପର୍କରେ ନୂଆ ଉଷ୍ମତା ଦେଖାଦେଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଓ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୌଲଭୀ ଆମିର ଖାନ ମୁତ୍ତାକୀଙ୍କ ମଧ୍ୟରେ ଫୋନରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତାଲିବାନ ଶାସନ ଆରମ୍ଭ…

ଜେଲେନସ୍କିଙ୍କୁ ବଡ଼ ଝଟକା ଦେଲେ ପୁଟିନ୍‌

ପୁଣି ୟୁକ୍ରେନ୍‌କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କ ଝଟ୍‌କା। ସେ ଗୁରୁବାର ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ପାଇଁ ଇସ୍ତାନବୁଲ ଯାତ୍ରା କରିବେ ନାହିଁ। ବୁଧବାର ବିଳମ୍ବିତ ରାତିରେ କ୍ରେମଲିନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ୟୁକ୍ରେନ ଏବଂ…

ଅପରେସନ ସିନ୍ଦୂରର ସଫଳତା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ସିଡିଏସଙ୍କ ସମେତ ୩ ସେନାର ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ସଫଳତା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ । ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ…

ଏଠାରେ ଦେଶର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ ହେବ ପ୍ରତିଷ୍ଠା, ୨୦୦୦ଲୋକଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଉତ୍ତର ପ୍ରଦେଶର ଜେୱାରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ୍ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ କେନ୍ଦ୍ରମନ୍ତ୍ରୀ…

ଆସିଗଲା ଭାର୍ଗବାସ୍ତ୍ର; ସୁଦୃଢ଼ ହେବ ଭାରତର ଡ୍ରୋନ୍ ପ୍ରତିରୋଧୀ କ୍ଷମତା

ନୂଆଦିଲ୍ଲୀ: ନିକଟରେ ଭାରତ ପାକିସ୍ତାନର ଘୃଣ୍ୟ ଆତଙ୍କବାଦୀ ଉଦ୍ଦେଶ୍ୟକୁ ପଣ୍ଡ କରିଛି । ଆଉ ଏବେ ପାକିସ୍ତାନ ଏବଂ ତା’ର ବନ୍ଧୁମାନଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି । ଡ୍ରୋନ ଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ରୋକିବା…

ଭାରତ ବିରୁଦ୍ଧରେ ତୁର୍କୀ ଡ୍ରୋନ ସହ ସାମରିକ ସହାୟତା ପଠାଇଥିଲା: ରିପୋର୍ଟ

ନୂଆଦିଲ୍ଲୀ: ଭାରତ-ପାକ୍ ଉତ୍ତେଜନା ସମୟରେ ପାକିସ୍ତାନକୁ ସମର୍ଥନ କରିଛି ତୁର୍କୀ । ଭାରତରେ ‘ବୟକଟ୍ ତୁର୍କୀ’ର ଦାବି ବଢ଼ିବାରେ ଲାଗିଛି। ସୂତ୍ର ଅନୁସାରେ ତୁର୍କୀ କେବଳ ପାକିସ୍ତାନକୁ ଡ୍ରୋନ୍ ଯୋଗାଇ ନଥିଲା, ବରଂ ଏହି ଆକ୍ରମଣରେ ତୁର୍କୀ ସାମରିକ ଅପରେଟରମାନେ ମଧ୍ୟ…

ଇ-କମର୍ସ କମ୍ପାନୀକୁ ନିର୍ଦ୍ଦେଶ;ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ

ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର Amazon India, Flipkart, Ubuy India, Etsy, The Flag Company ପ୍ଲାଟଫର୍ମରୁ ପାକିସ୍ତାନୀ ପତାକା ଓ ପାକିସ୍ତାନ ସମ୍ପର୍କିତ…

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ

ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୦ ଉଗ୍ରବାଦୀ ନିପାତ ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ। ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଚାଲିଥିଲା। ବୁଧବାର…