ମୋଦୀଙ୍କ ନେତୃତ୍ଵରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ୭ ହଜାର କୋଟିର ଟଙ୍କାର ….
ଦେଶର ସୁରକ୍ଷା ସକାଶେ କ୍ୟାବିନେଟ୍ କମିଟି ପକ୍ଷରୁ ଭାରତୀୟ ସେନା ପାଇଁ ୩୦୭ ଆଡଭାନ୍ସ ଟୋଡ୍ ଆର୍ଟିଲରୀ ଗନ୍ ସିଷ୍ଟମ ଅର୍ଥାତ୍ ATAGS କିଣିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହି ଅତ୍ୟାଧୁନିକ ବନ୍ଧୁକର ରେଞ୍ଜ୍ ହେଉଛି ୪୮ କିଲୋମିଟର ।…
